ଭୁବନେଶ୍ୱର (ଆଜତକ୍ ଓଡ଼ିଶା) ପ୍ରତିଶ୍ରୁତି ନୂଆ ସକାଳର ସଂକଳ୍ପ ଆନୁକୂଲ୍ୟରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରାଙ୍ଗଣ ଭୁବନେଶ୍ୱରରେ ଏକ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି. ଏହି ଅବସରରେ ଏକ ଆଲୋଚନା ଚକ୍ର ମାନବୀୟ ଲୀଳାରେ ଶ୍ରୀ ଜଗନ୍ନାଥ କବିତା ପାଠ ଓ଼ ପ୍ରତିଭା ସମ୍ମାନ ବେଶ ଭବ୍ୟ ଆସରରେ ଗୁଣିଭୂତ ହୋଇଅଛି.. ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ କବି, ନାଟ୍ୟକାର ଓ଼ ଉଦଘୋଷାକ ଶ୍ରୀଯୁକ୍ତ ଦୟାନିଧି ତ୍ରିପାଠୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଦାସ, ବରିଷ୍ଠ କବି ଓ଼ ଶ୍ରୀଜଗନ୍ନାଥଙ୍କ ପ୍ରଚାରକ, ଉଦଘୋଷାକ ଡ. ଚନ୍ଦ୍ରଶେଖର ଦାଶ, ତରୁଣ ଭାଷାବିତ୍ ଡ. ଅମ୍ବାରିଶ ଶତପଥି, ଓଡିଶା ଶିକ୍ଷା ପ୍ରଶାସନିକ ଅଧିକାରୀ ସାମ୍ବାଦିକ ଶରତ ପରିଡା, ଶ୍ରୀମତୀ ଶୈଳଧି ରାଜ ତନୟା ଶତପଥୀ, କବି ସାଗରୀକା ଦାସ, ଇନ୍ଦିରା ମିଶ୍ର, ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ, ଲଳିତେନ୍ଦୁ ପଲାଉରୀ, ସଂଳାପ ଲେଖକ ଡ. ରଜନୀ ରଞ୍ଜନ ପ୍ରମୁଖ ଯୋଗ ଦେଇ "ମାନବୀୟ ଲୀଳାରେ ଶ୍ରୀଜଗନ୍ନାଥ " ଙ୍କ ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ.. ଓଡିଶା ଓ଼ ଓଡିଶା ବାହାରୁ ଆସିଥିବା ଜଗନ୍ନାଥ ପ୍ରେମୀଙ୍କୁ ସାହିତ୍ୟ, କଳା ସଂସ୍କୃତି, ସାମ୍ବାଦିକତା ଓ଼ ସମାଜ ସେବା ନିମନ୍ତେ ପ୍ରତିଶ୍ରୁତି ପତ୍ରିକା ତରଫରୁ ସମ୍ମାନିତ କରାଯାଇଥିଲା। କବିତା ପାଠରେ କବି ଗୀତାଞ୍ଜଳି ମହାପାତ୍ରଙ୍କ ସଭାପତିତ୍ୱରେ କବି ମାନଗୋବିନ ବାରିକ, କବି ଅନୁସୟା ବାରିକ, କବି ଶ୍ୟାମା କିଙ୍କର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ.. ଏହି ଭବ୍ୟ ଆସରରେ କବି ଇନ୍ଦିରା ମିଶ୍ର, କବି ହରପ୍ରସାଦ ସୁଆର କବି ଚନ୍ଦ୍ରଶେଖର ଦାଶଙ୍କ ପୁସ୍ତକ ଉନ୍ମୋଚନ ହୋଉଥିଲା। ପ୍ରତିଷ୍ଠାତା ଓ଼ ପରିଚାଳନା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଶ୍ରୀମତୀ ରୋଜାଲିନ ଜେନା, ଶୁଭବ୍ରତ ମହାପାତ୍ର, ପରିଚାଳନା ଓ଼ ସଂଯୋଜନାକୁ ଭବ୍ୟମର୍ଯ୍ୟାଦାରେ ସମ୍ପାଦିତ କରିଥିଲେ।

Post a Comment