କଟକ ଜିଲ୍ଲାର ମାହାଙ୍ଗାର ବାସିନ୍ଦା ସାମାଜିକ କର୍ମୀ ସୁଶ୍ରୀ ପ୍ରମିଳା ସିଂହ ସେ ଦିବ୍ୟାଙ୍ଗ ମହିଳା ହୋଇବି ତାଙ୍କ ସେବା କାର୍ୟ୍ଯ ନିଆରା ୨୦୦୯ରେ ଏକ ସଡ଼କ ଦୁର୍ଘଟଣାରେ ଚାଲିବା ଶକ୍ତି ସିନା ହରାଇ ବସିଥିଲେ ହେଲେ ମନ ବଳ ସୁଦୃଢ ତାଙ୍କର ମାନସିକ ସ୍ତରରେ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଧର୍ୟ୍ଯ ଧରି ସେ ଆଗକୁ ବଢି ଅତୀତର ସକ୍ଷମ ଅବସ୍ଥାର ସୁଖ ଦିନର କଥାକୁ ଭୁଲି ବର୍ତ୍ତମାନର ଦିବ୍ୟାଙ୍ଗ ଅବସ୍ଥାକୁ ଖୁସିର ସହିତ ସ୍ୱୀକାର କରି ଦୁଃଖକୁ ନିଜର କରି ଦୀର୍ଘ ୧୬ବର୍ଷ ଦିବ୍ୟାଙ୍ଗ ଅବସ୍ଥାକୁ ସେ ସଫଳତାର ସହ ସଫଳ ହୋଇଛନ୍ତି ନିଜକୁ ସମାଜ ସେବାରେ ନିୟୋଜିତ କରି ଦୁଃଖୀ ରଙ୍କି ମାନଙ୍କ ଓଠରେ ହସ ଫୁଟାଇ ସାହାସ ଭରୁଛନ୍ତି,ପ୍ରମିଳାଙ୍କ ଜୀବନ କାହାଣୀ ବିଷୟରେ ଜାଣି ଆଦ୍ରପ୍ରଦେଶର ସାମାଜିକ ଅନୁଷ୍ଠାନ ମନମ ଫାଉଣ୍ଡେସନ ତରଫରୁ ସେବା ସମ୍ମାନରେ ସମ୍ମାନିତ କରି ଶୁଭ କାମନା ଜଣାଇ ଥିଲେ । ପ୍ରମିଳା ସିଂହ ସମ୍ମାନ ପାଇଁ ଖୁସି ହୋଇ କହିଛନ୍ତି ଏହା ମୋ ପାଇଁ ଭଗବାନଙ୍କର ଉପହାର ମନମ ଫାଉଣ୍ଡେସନ ଚେୟାରମ୍ୟାନ ଡାକ୍ତର କ.ଚକ୍ରବର୍ତୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Post a Comment