ଆଜତକ ଓଡ଼ିଶା : ବ୍ରହ୍ମାଣ୍ଡର ସବୁଠାରୁ ପବିତ୍ର ବନ୍ଧନ ସନାତନ ଧର୍ମର ପବିତ୍ର ପୂର୍ଣ୍ଣିମା ରକ୍ଷା ବନ୍ଧନ ଅବା ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳର ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାହାଙ୍ଗା ସ୍ଥିତ ଚାହାପଡ଼ାରେ ଥିବା ଦିବ୍ୟାଙ୍ଗ ମୁକ ବଧିର ବିଦ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରା ଯାଇଥିଲା କୁନି କୁନି ପିଲା ମାନଙ୍କ ହାତରେ ରାଖୀ ବାନ୍ଧି ଭାଇ ଭଉଣୀ ମଧୁର ପବିତ୍ର ମିଳନକୁ ସମ୍ମାନ ଜଣାଇ ପିଲାଙ୍କୁ ଖାତା,କଲମ ବିସ୍କୁଟ,ଚକେଲେଟ ବଣ୍ଟନ କରି ପିଲା ମାନଙ୍କୁ ଖୁସି ବାଣ୍ଟିବାକୁ ପ୍ରୟାସ କରିଥିଲେ ମାନବ ସେବା ହଁ ମାଧବ ସେବା ମୁକ ବଧିର ବିଦ୍ୟାଳୟର ମୁଖ୍ୟ ପରିଚାଳନା ଦାୟତ୍ୱରେ ଥିବା ସଂଗ୍ରାମ କେଶରୀ ବଳଙ୍କୁ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଃସ୍ୱାର୍ଥପର ସେବା ପାଇଁ ଜଗନ୍ନାଥଙ୍କ ଫଟ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରା ଯାଇଥିଲା ଆଗକୁ ଏମିତି ସେବା କାର୍ୟ୍ଯ ଜାରି ରହିବ ଅନୁଷ୍ଠାନର ସମାଜର କଲ୍ୟାଣ ନିମନ୍ତେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶୀ ପ୍ରମିଳା ସିଂହ,ସଦସ୍ୟ ବାସନ୍ତୀ ନାୟକ,ହେମନ୍ତ ସାହୁ,ନିହାର ଦାସ,ସାଗର ସାହୁ ସେବା କାର୍ଯ୍ୟରେ ଉପସ୍ଥିତ ଥିଲେ ।

Post a Comment