ନୁଆପଡ଼ା (ବିରବଲ ପ୍ରଧାନ) ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ନୂତନ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବଳିଷ୍ଠ ନେତୃତ୍ୱରେ ଗଠନ ହେବା ପରେ,ପ୍ରଥମ ପାଳିରେ ନୂଆପଡା ଜୀଲ୍ଲା କୁ ପ୍ରଥ ପ୍ରଥମ କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ ଗ୍ରସ୍ତକରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ନୂଆପଡା ଜୀଲ୍ଲା କୁ ପହଞ୍ଚିବା ପରେ ଜୀଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପରେ ମନ୍ତ୍ରୀ ସ୍ଥାନୀୟ ସର୍କିଟହାଉସରୁ ବାହାରି ରାଜ୍ୟ ମୋହନ ସରକାର ଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗଦେଇ ଏକାଧୂକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମେ ନୂଆପଡା ସଦର ମହୁକମା ଠାରେ ୩ଶହ ଆସନ ବିଶିଷ୍ଟ ମଲ୍ଟିପ୍ରୋପୋଜ ହଲ ର ଭିର୍ଷିପ୍ରସ୍ତର ସ୍ଥାପନ କରିବା ସହିତ ଏକ ସ୍ମାର୍ଟ ପାର୍କ ର ମଧ୍ୟ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ କଚ୍ଚା ପକ୍କା ରାସ୍ତା ଯୋଜନାରେ ନିର୍ମିତ ହୋଇଥିବା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏହାପରେ ଜୀଲ୍ଲାପାଳ ଙ୍କ ସଭାବନା ଗୃହ ଠାରେ ଜୀଲ୍ଲା ପ୍ରଶାସନ ର ବରିଷ୍ଠ ଅଧୂକାରୀ ମାନଙ୍କୁ ନେଇ ବିଭିନ୍ନ ଯୋଜନା ଉପରେ ସମୀକ୍ଷା ବୈଠକ କରିଛନ୍ତି । ଏବଂ ବିଭାଗୀୟ ଅଧୂକାରୀ ମାନଙ୍କୁ ତାଗିତ କରିଛନ୍ତି ମନ୍ତ୍ରୀ । ସେହିଭଳି ଆଗାମୀ ଦିନରେ ନୂଆପଡା ଜୀଲ୍ଲା କୁ ଅତ୍ୟାଧୁନିକ ଜୀଲ୍ଲା ଭାବରେ ପରିଗଣିତ କରି ବିକଶିତ ନୂଆପଡା ହେବ ବୋଲି ପ୍ରକାଶ କରିଛନ୍ତି । ଲୋକଙ୍କ ମୌଳିକ ଅଧିକାର କୁ ଗୁରୁତ୍ୱ ଦେଇ ଆମ ସରକାର ରାସ୍ତା,ପାର୍କ, ଡ୍ରେନାଇଜ ,ବିଷୁଦ୍ଧ ପାନୀୟ ଜଳ,ସହରୀ ଉନ୍ନତି କରଣ କରିବା ପାଇଁ ମୋହନ ସରକାର ଗୁରୁତ୍ବ ର ସହିତ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶାରେ ମୋହନ ମାଝୀ ସରକାର କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର, ଡବଲ ଇଞ୍ଜିନ ସରକାର ଗଠନ ହୋଇଛି,ଡବଲ ସ୍ମୃତି ରେମଧ୍ଯ କାମହେବ ଏଥିରେ କୌଣସି ସନ୍ଦଦେହ ନାହିଁ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ପରିପେକ୍ଷିରେ ମନ୍ତ୍ରୀ ଙ୍କ ଗସ୍ତ କାଳ କୁ ନେଇ ଭାଜପା ନେତା ମନ୍ତ୍ରୀ ମହଲରେ ବେଶ ଉତ୍ସାହ ଦେଖାଦେଇଛି । ମନ୍ତ୍ରୀ ଙ୍କ ସହିତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ରହିଥିବା ବେଳେ, ଏକ ସାଧାରଣ ସଭାରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ଭାଜପା ଜୀଲ୍ଲା ସଭାପତି ସୁବ୍ରତ ଠାକୁର,ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ନୂଆପଡ଼ା, ଖରୀଆର ରୋଡ଼ ଏନଏସି ଚେରମେନ ମହମ୍ମଦ ଆଦମ ଏବଂ ସୋନିଆ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment