ହରିଶଙ୍କରରେ କି ଆଶ୍ଚର୍ଯ୍ୟ


ବଲାଙ୍ଗିର :୭/୮ (ଗଣେଶ ଦାସ) ଲୋକ ମାନେ ଆମ୍ବ ଗଛ ମୂଳେ ପୂଜା କରି କ୍ଷୀର କୁ ପାଦୁକ ଭାବି ତାକୁ ପାଇବାରେ ଲାଗିଛନ୍ତି । କିଛି ଲୋକ ମାନେ ଆମ୍ବ ଗଛକୁ ନତ ମସ୍ତକ ହୋଇ ପ୍ରଣାମ କରିବାରେ ଲାଗିଛନ୍ତି । ତେବେ ଏହିଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ସୁପ୍ରସିଦ୍ଧ ହରିଶଙ୍କର ତୀର୍ଥସ୍ଥଳୀରେ । ତେବେ ସେ ଯାହା ହେଉ ନାଁ କାହିଁକି ସେଠିକାର ଲୋକ ମାନଙ୍କ ପାଇଁ ଏକା ପ୍ରକୃତିର ଚମତ୍କାର ଅଟେ । ଯାହା ସେମାନେ ନିଜ ଆଖି ରେ ଦେଖି ମଧ୍ୟ ବିଶ୍ଵାସ କରିପାରୁ ନାହାନ୍ତି । ଏଭଳି ଏକ ବିରଳ ଦୃଶ୍ୟ ଦେଖିବା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି ଯେ କିପରି ଭାବେ ଓ କେଉଁ କାରଣ ଯୋଗୁ ଆମ୍ବ ଗଛ ରୁ କ୍ଷୀର ବୋହିବାରେ ଲାଗିଛି ।

Post a Comment

Previous Post Next Post