ବାଲେଶ୍ୱର, ୨୭/୮ (ଲକ୍ଷ୍ମୀଧର ବାରିକ): ରେମୁଣା ଗଣେଶ୍ୱରପୁର ସ୍ଥିତ ପବିତ୍ରୀ ମେଡିସିନର ଏକ ବର୍ଷ ପୃତ୍ରି ଉପଲକ୍ଷେ ଆସନ୍ତା କାଲି ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ସଂସ୍ଥା ପରିସରରେ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଶୁଭଙ୍କର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତାରାପଦ ପ୍ରଧାନ, ବିଶ୍ୱଜିତ୍ ସାମନ୍ତ, ମଧୁସ୍ମିତା ବେହେରା, ମନୋଜ ଗନ୍ତାୟତ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଉପସ୍ଥିତ ରହି ଶିବିର ସଫଳତା ପାଇଁ ଆଲୋଚନା କରିଥିଲେ। ଶିବିର ଆସନ୍ତା କାଲି ସକାଳେ ୧୦ ଟାରେ ଅନୁଷ୍ଠିତ ହେବ। ଅଧିକ ଜାଣିବା ପାଇଁ ୯୩୩୭୯୨୧୫୮୯ରେ ଯୋଗା ଯୋଗ କରିପାରିବେ।

Post a Comment