କର୍ଲାମୁଣ୍ଡା ମଣ୍ଡଳ ଭାଜପା ତରଫରୁ ଆଗାମୀ କାର୍ଯ୍ୟକ୍ରମ ସଦସ୍ୟତା ଅଭିଯାନ


କର୍ଲାମୁଣ୍ଡା ୨୭/୦୮ (ମହେନ୍ଦ୍ରପ୍ରଧାନୀ) ଆଜି ମଙ୍ଗଳବାର କର୍ଲାମୁଣ୍ଡା ମଣ୍ଡଳ ଭାଜପା ତରଫରୁ ଆଗାମୀ କାର୍ଯ୍ୟକ୍ରମ ସଦସ୍ୟତା ଅଭିଯାନ ୨୦୨୪ ଗୋଟିଏ ମାସଧରି ହେବାକୁ ଯାଉଥିବା କାର୍ଯ୍ୟକ୍ରମ ର ପ୍ରଥମ ବୈଠକ ସଭାପତି ସଞ୍ଜୟ କୁମାର ଜୈନ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାର ଉପ ସଭାପତି ଅନିରୁଦ୍ଧ ପଧାନ ଏବଂ ଅନୁସୁଚିତ ଜାତି ର ଜିଲ୍ଲା ସଭାପତି ଗଣେଶ୍ଵର କୁମାର ଏବଂ 'ଛ' ଗୋଟି ପଞ୍ଚାୟତ ର ବରିଷ୍ଟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ସଦସ୍ୟତା ଅଭିଯାନ ର ପ୍ରମୁଖ ସୂର୍ଯ୍ୟମଣି ଘିଭେଲା ଓ ସହ ପ୍ରମୁଖ ଡୋଲାମଣୀ ଭୋଇ ଙ୍କ ଦାୟିତ୍ଵରେ ପରିଚାଳନା କରିବାକୁ ସମସ୍ତଙ୍କ ସହମତି କ୍ରମେ ସଭାକୁ ସାଙ୍ଗ କରାଯାଇଥିଲା।

Post a Comment

Previous Post Next Post