ବାଲେଶ୍ୱର, ୨୦/୮(ଲକ୍ଷ୍ମୀଧର ବାରିକ): ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଇ ଭଉଣୀ ଓ ସଦାଭାବନାର ଏହି ପବିତ୍ର ପର୍ବ ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ୍ ର ଡଗରପଡା ବିବେକ ଭାରତୀ ସେବାଶ୍ରମ ରେ କୁନି କୁନି ପିଲା ମାନଙ୍କ ହାତରେ ରାଖି ବାନ୍ଧି, ନୂତନ ବସ୍ତ୍ର , ଖାତା, ପେନ୍ ଓ ଖେଳ ସାମଗ୍ରୀ ଦେବା ସହିତ ପିଲାମାନଙ୍କ ସହିତ ଭୋଜନ କଲେ ଯୁବନେତା ତଥା ରାଜ୍ୟ ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ, ସମାଜ ସେବୀ ରାମ ଚନ୍ଦ୍ର ମହାକୁଡ , ଆଶ୍ରମ ର ପ୍ରଧାନ, ଗୁରୁଜୀ , ଗୁରୁମା , ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ନୃଷିହ ସିଂ, ସଂପାଦକ ଦୀପକ ବେଜ୍ ଓ ବହୁ ଯୁବକ ଯୁବତୀ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

Post a Comment