ଜିଲ୍ଲା ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ ପକ୍ଷରୁ ଭାରତ ବନ୍ଦ ପାଇଁ ସାମ୍ବାଦିକ ସମ୍ମିଳନୀ


ସୁବର୍ଣ୍ଣପୁର (ଗଣପତି ବାଘ) ଆସନ୍ତା କାଲି ଭାରତ ବନ୍ଦ କୁ ସମର୍ଥନ କରି ଏକ ସାମ୍ବାଦିକ ସମ୍ମିଳନୀ କରିଛି ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ । ଏସି ଏସଟି ମାନ ଙ୍କ ସଂରକ୍ଷଣ ଉପରେ ସୁପ୍ରିକୋର୍ଟଙ୍କ ରାୟ ଦୁର୍ଭାଗ୍ୟ ଜନକ ବୋଲି କହିଛି ଏହି ମଞ୍ଚ । ତେଣୁ ଏହି ଭାରତ ବନ୍ଦ କୁ ସମର୍ଥନ କରି ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ନିବେଦନ କରିଛି ମିଳିତ ମଞ୍ଚ । ଆସନ୍ତା କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ରହିବ ଓ ଜରୁରୀ ସେବା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ମିଳିତ ମଞ୍ଚର ଜିଲ୍ଲା ସଭାପତି ଅଚ୍ୟୁତ ଛତ୍ର ।

Post a Comment

Previous Post Next Post