କଣ୍ଟାବାଞ୍ଜି , ୦୮/୦୮ (ଆଜତକ୍ ଓଡ଼ିଶା) ଆସନ୍ତା ଅଗଷ୍ଟ ୧୦ ରେ କଣ୍ଟାବାଞ୍ଜି ସହରରେ ନିଶୁଳ୍କ କ୍ୟାନ୍ସର ଶିବିର ଅନୁଷ୍ଠିତ ହେବ । ସ୍ଥାନୀୟ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ମେଡିକେୟାର କ୍ଲିନିକରେ ଏମ.ଏମ.ଆଇ. ନାରାୟଣା ହସ୍ପିଟାଲ ରାୟପୁର ଦ୍ଵାରା ସଂଗଠିତ ଓ ମେଡିକେୟାର କ୍ଲିନିକ ମିଳିତ ସଂଯୁକ୍ତ ତତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହେବ । ବରିଷ୍ଠ ରେଡିଏସନ ଅନକୋଲୋଜି ଡାକ୍ତର ଆଶୁତୋଷ ଦାଶ ଶର୍ମା ଏହି ଶିବିରରେ ଲୋକଙ୍କ ରୋଗ ଚିହ୍ନଟ କରିବେ । ବ୍ରେନ ଟ୍ୟୁମର, ମୁଣ୍ଡ , ଗଳାର କ୍ୟାନ୍ସର , ସାରକମା ଓ ଅସ୍ଥି ଟ୍ୟୁମର, ସର୍ବାଇକଲ, ଏଣ୍ଡୋମେଟାରିୟଲ , ଡିମ୍ବଗନ୍ଥି କ୍ୟାନ୍ସର , ଲିମ୍ଫୋମା , ରକ୍ତ କ୍ୟାନ୍ସର , ସ୍ତନ କ୍ୟାନ୍ସର , ଯକୃତ , ଅଗ୍ନାଶୟ ଏବଂ କୋଲୋରେକଟଳ ଭଳି କ୍ୟାନ୍ସର ର ଚିହ୍ନଟ କରାଯିବ । ସକାଳ ୧୧ ରୁ ଅପରାହ୍ନ ୨ ଟା ଯାଏ ଏହି ଶିବିର ଚାଲୁ ରହିବ ।

Post a Comment