ବାଲେଶ୍ବର, ୧୦/୮(ଲକ୍ଷ୍ମୀଧର ବାରିକ): ଏମ୍ଇଏସ୍ କର୍ମଚାରୀ ସମବାୟ ସମିତି ପକ୍ଷରୁ ଚାନ୍ଦିପୁର ସ୍ଥିତ ପିଏକ୍ସଇ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ସଦସ୍ୟ ଅଭୟ କୁମାର ମାଥାନଙ୍କ ତତ୍ବାବଧାନରେ ଏମ୍ଇଏସ୍ଇର ଦୁର୍ଗ ଯନ୍ତ୍ରୀ ମେଜର ସନ୍ତୋଷ ରାଉତ, ସହକାରୀ ଦୁର୍ଗ ଯନ୍ତ୍ରୀ ଡିକି ଏଲଗୋ, ସହକାରୀ ଦୁର୍ଗ ଯନ୍ତ୍ରୀ, କେ ମୁରୁଗାନ୍, ଏଓ ବିବି ପରିଡା, ସୁବେଦାର ମେଜର କେଏମ୍ ନାଇଡୁ, ସୁବେଦାର ହେମଚାନ୍ଦ ଯୋଗ ଦେଇ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ନିକଟସ୍ଥ ସ୍କୁଲ ଓ କଲୋନୀରେ ଉକ୍ତ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Post a Comment