କଣ୍ଟାବାଞ୍ଜି , ୧୦/୦୮ (ଆଜତକ୍ ଓଡ଼ିଶା) ଆଜି କଣ୍ଟାବାଞ୍ଜି ସହରରେ ନିଶୁଳ୍କ କ୍ୟାନ୍ସର ଶିବିର ଅନୁଷ୍ଠିତ ହେବ । ସ୍ଥାନୀୟ ସରକାରୀ ଡାକ୍ତରଖାନା ସାମ୍ନାରେ ଥିବା ମେଡିକେୟାର କ୍ଲିନିକରେ ଏମ.ଏମ.ଆଇ. ନାରାୟଣା ହସ୍ପିଟାଲ ରାୟପୁର ଦ୍ଵାରା ସଂଗଠିତ ଓ ମେଡିକେୟାର କ୍ଲିନିକ ମିଳିତ ସଂଯୁକ୍ତ ତତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ରେଡିଏସନ ଅନକୋଲୋଜି ଡାକ୍ତର ଆଶୁତୋଷ ଦାଶ ଶର୍ମା ଏହି ଶିବିରରେ ଲୋକଙ୍କ ରୋଗ ଚିହ୍ନଟ କରିଥିଲେ । ବ୍ରେନ ଟ୍ୟୁମର, ମୁଣ୍ଡ , ଗଳାର କ୍ୟାନ୍ସର , ସାରକମା ଓ ଅସ୍ଥି ଟ୍ୟୁମର, ସର୍ବାଇକଲ, ଏଣ୍ଡୋମେଟାରିୟଲ , ଡିମ୍ବଗନ୍ଥି କ୍ୟାନ୍ସର , ଲିମ୍ଫୋମା , ରକ୍ତ କ୍ୟାନ୍ସର , ସ୍ତନ କ୍ୟାନ୍ସର , ଯକୃତ , ଅଗ୍ନାଶୟ ଏବଂ କୋଲୋରେକଟଳ ଭଳି କ୍ୟାନ୍ସର ରୋଗ କାହାର ଅଛି ନା ନାହି ସେନେଇ ଡାକ୍ତର ଚିହ୍ନଟ ଚିହ୍ନଟ କରିଥିବା ବେଳେ ୫୦ ରୁ ଅଧିକ ଲୋକ ଏହି ଶିବିର ର ଲାଭ ଉଠାଇଥିବା ବେଳେ ସେମାମଙ୍କ ମଧ୍ୟରୁ ୬ ଜଣଙ୍କୁ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଏହି ଶିବିରରେ ଡାକ୍ତର ସଚିନ ମେହେର ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment