ସିନ୍ଧେକେଲା (ଆଜତକ୍ ଓଡ଼ିଶା) ବର୍ଷର ସବୁ ମାସରେ ତିଜ ପଡୁଥିବା ବେଳେ ଶ୍ରାବଣ ମାସର ତିଜ ମାରୱାଡ଼ି ସମାଜର ମହିଳା ମାନଙ୍କ ପାଇଁ ବିଶେଷ ଗରୁତ୍ବପୂର୍ଣ ରହିଥାଏ ।ତାକୁ ସବୁଜିୟ ତିଜ କୁହାଯାଏ । ସେହିଦିନ ଝୁଲଣ ପର୍ବ କହିଲେ ମଧ୍ୟ୍ୟ ଅତ୍ୟୁକ୍ତି ହେବ ନାହିଁ । ଏହି ପରିପ୍ରେକ୍ଷୀରେ ସିନ୍ଧେକେଲା ତେରାପଂଥ ମହିଳା ମଣ୍ଡଳ ପକ୍ଷରୁ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନ ଠାରେ ସବୁଜିୟ ତିଜ ପର୍ବ ପାଳିତ ହୋଇଯାଇଛି । ମହିଳା ମଣ୍ଡଳ ଅଧ୍ୟକ୍ଷା ପୁଷ୍ପା ଜୈନଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବନ ପରିସରରେ ଝୁଲା ଫନ୍ଦା ଯାଇଥିଲା । ସିନ୍ଧେକେଲା ସମେତ କୁଡ଼ସୁଡ଼ ତଥା ଚାନ୍ଦୋତରା ଆଦିର ଜୈନ ଅଗ୍ରୱାଲ ସମାଜର ମହିଳାମାନେ ସେଠାରେ ପହଞ୍ଚି ଝୁଲାର ଆନନ୍ଦ ନେଇଥିଲେ ।ଏହି ଅବସରରେ ଏକ ମିନିଟର ଦୁଇଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପ୍ରତିଯୋଗିତାରେ ମୋନିକା ଜୈନ , ଲାଳି ଜୈନ , ରୂପାଳି ଜୈନ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ପ୍ରତିଯୋଗିତାରେ ରିମଝିମ ଜୈନ , ସୋନମ ଜୈନ ବିଜୟ ହାସଲ କରିଥିଲେ । ବିଜେତା ମାନଙ୍କୁ ମହିଳା ମଣ୍ଡଳ ତରଫରୁ ପୁରସ୍କୃତ କରାଯାଇଥିଲା । ଏହା ସହ ସମାଜର ବୋହୁ ଓ ବେଟି ଯାହାର ବିବାହ ପରେ ପ୍ରଥମ ଶ୍ରାବଣ ପଡିଛି ଯଥାକ୍ରମେ ସିମରନ , ଗୀତିକା , ରୂପାଳି , ସାକ୍ଷୀ , ସୋନୁ , ଖୁସି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ରାଣିସତି ମାତାଙ୍କ ପରମ ଭକ୍ତ ପିଙ୍କି ଜୈନ ତରଫରୁ ଭବନରେ ସମସ୍ତଙ୍କ ପାଇଁ ଗୁପଚୁପ ଚାଟ ଆଦିର ଠେଲା ଲଗା ଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପୁଷ୍ପା ଜୈନ ସମେତ ସମ୍ପାଦକ ଚାନ୍ଦନୀ ଜୈନ , କୋଷାଧ୍ୟକ୍ଷ ନେହା ଜୈନ , ପୂର୍ବତନ ଅଧ୍ୟକ୍ଷା ଲୀଳା ଜୈନ , ଗରୀମା ଜୈନ , ମିନା ଜୈନ , ପିଙ୍କି ଜୈନ , ରେଖା ଜୈନ , କବିତା ଜୈନ , ସଞ୍ଜୁ ଜୈନ , ଶୋଭରାଣୀ ଜୈନ , ପ୍ରିୟା ଜୈନ , ଲତା ଜୈନ , ରେଣୁ ଜୈନ , ରଞ୍ଜୁ ଜୈନ , କିରଣ ଜୈନ , ସୁଜାତା ଜୈନ , ଅନିତା ଜୈନ , ସୁଶିଳା ଜୈନ , ପୁନମ ଜୈନ , ମୀରା ଜୈନ , ମନିକା ଜୈନ , ପୂଜା ଜୈନ , ବବି ଜୈନ , ଅରୁଣା ଜୈନ , ରିମଝିମ ଜୈନ , ସାନୁ ଜୈନ , ଅନୁ ଜୈନ , ପାୟଲ ଜୈନ , ସରୋଜ ଜୈନ , ଚିକି ଜୈନ , ରିଙ୍କି ଜୈନ , ବିନ୍ଦିଆ ଜୈନ , କାନ୍ତା ଜୈନ , ସୁନିତା ଜୈନ , ପ୍ରାଚୀ ଜୈନ , ଖୁସି ଜୈନ , ବୁଲବୁଲ ଜୈନ , ସୋନିଆ ଜୈନ , ସରିତା ଜୈନ ପ୍ରମୁଖଙ୍କ ସହ ସମାଜର ଶତାଧିକ ମହିଳା ସାମିଲ ହୋଇଥିଲେ ।

Post a Comment