ନୂଆପଡା : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ନେଇ ଅନେକ ସଚେତନ ଶିବିର ଅନୁଷ୍ଠିତ ହୋଇଯଇଅଛି । ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏହି ନୂତନ ଅପରାଧ ଆଇନ କାର୍ଯ୍ୟକାରିତା ନେଇ ସଚେତନ ସଭା ଅନୁଷ୍ଠିତ । ଜିଲ୍ଲାପାଳ ହେମକାନ୍ତ ସାଏ, ପୋଲିସ ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ଯୋଗ ଦେଇ ତିନି ଗୋଟି ଆଇନ ଲାଗୁ ହେବା ଦ୍ବାରା ନାଗରିକଙ୍କୁ ଏହାର ସହାୟକ ନେଇ ସଚେତନ କରିଥିଲେ । ଜିଲ୍ଲା ର ସମସ୍ତ ଥାନା ପରିସର ମଧ୍ୟରେ ସଚେତନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ କର୍ମଚାରୀ ଏବଂ ସାମ୍ବାଦିକ, ସଚେତନ ନାଗରିକ ମାନେ ଯୋଗ ଦେଇଥିଲେ । ୧୮୬୦ ଭାରତୀୟ ଦଣ୍ଡ ସଂହିତା କୁ ୨୦୨୩ ଭାରତୀୟ ନ୍ୟାୟ ସଂହିତା ହୋଇଅଛି । ସେହିପରି ୧୯୭୩ କୋର୍ଟ ଅଫ୍ କ୍ରିମିନାଲ ପ୍ରୋସିଡିଙ୍ଗ କୁ ୨୦୨୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଏବଂ ୧୮୭୨ ଭାରତୀୟ ସାକ୍ଷ୍ୟ ଆଇନ କୁ ଭାରତୀୟ ସାକ୍ଷ୍ୟ ଅଧୂନିୟମ କରାଯାଇଅଛି ।

Post a Comment