ନୂଆପଡା ଜିଲ୍ଲା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନ ପରିବେଶର ସୁରକ୍ଷା ନିମିତ୍ତ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷରେ ବହୁସଂଖ୍ୟାରେ ଆମ୍ବ,ନିମ୍ବ,କାଜୁ,ଲଙ୍କା ଭେଲୁଆ,ପଣସ, ପରି ବୃକ୍ଷର ଚାରା ରୋପଣ କରିଛନ୍ତି । ସବୁଠି ବନ ବିଭାଗ ସହଯୋଗ କରିଆସିଛି ।ଖଇରା ପଞ୍ଚାୟତରେ ସମାଜର ହିତ କାଂକ୍ଷୀ ମାନେ ସମାଜ ଉପଯୋଗୀ ଅନେକ କାର୍ଯ୍ୟ କରିବା ଉଦାହରଣ ପାଲଟିଛି । ଆଜି ଖଇରା କେନ୍ଦ୍ର ଦଳ ସମାଜ ପକ୍ଷରୁ ନୃସିଂହପୀଠ ଠାରେ ବିଭିନ୍ନ ପ୍ରକାରର ଫଳ,ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହି ମହତ କାର୍ଯ୍ୟକ୍ରମରେ ଖଇରା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ କୈଳାଶଚନ୍ଦ୍ର ଦଳ ଯୋଗଦେଇ ଥିବା ବେଳେ ଦଳ ସମାଜ ର ବୁଦ୍ଧିଜିବୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ କରନ୍ତି ଯେ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ଓ ପୃଥିବୀର ଆୟୁଷ ବଢ଼ାଇବା ସହିତ ସମାଜକୁ ମୁକ୍ତଅମ୍ଳଜାନ ପ୍ରଦାନ କରିବାରେ ସହାୟକ ହେବ ବୋଲି ଦୃଢ଼ ଆଶା କରନ୍ତି। ଦଳ ସମାଜର ଏହି ଭଳି ପଦକ୍ଷେପ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଗ୍ରାମ ର ବୃଦ୍ଧି ଯିବି ମାନେ ମତ ପ୍ରକାଶ କରିଛନ୍ତି ।

Post a Comment