ସିନାପାଲି ୨୭/୦୭- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବେଲାରାଣୀ ଊଚ୍ଚ ବିଦ୍ଯାପୀଠ, ଚଟିଆଗୁଡ଼ା ଠାରେ ଶିକ୍ଷା ସପ୍ତାହ ପାଳନ ଅବସରରେ ଶନିବାର ମା ପାଇଁ ଗଛଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ଯାପୀଠ ପରିସରରେ ବିଭିନ୍ନ ଚାରା ରୋପଣ କରାଯିବା ସହ ବୄକ୍ଷର ଯତ୍ନ ନେବାକୁ ସଙ୍କଳ୍ପ ନିଆଯାଇଥିଲା । ସଂପ୍ରତି ପରିବେଶର ସନ୍ତୁଳନ ରକ୍ଷା କରିବାକୁ ବହୁଳ ବୄକ୍ଷ ରୋପଣର ଆବଶ୍ଯକତା ରହିଥିବାରୁ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରାଙ୍କ ନେତୄତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ବିଦ୍ଯାପୀଠର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

Post a Comment