କଣ୍ଟାବାଞ୍ଜି :(ଆଜତକ ଓଡ଼ିଶା) କଣ୍ଟାବାଞ୍ଜି କେ.ଭି. କଲେଜ ଅଧ୍ୟକ୍ଷ ଦେବେନ୍ଦ୍ରନାଥ ମେହେରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଏହି ଅବସରରେ ଆୟୋଜିତ ସଭାକୁ ଅଧ୍ୟାପକ ସୁଶାନ୍ତ ମହାନନ୍ଦ ପରିଚାଳନା କରିଥିଲେ। ଅଧ୍ୟାପକ ଲୋହିତାକ୍ଷ ଯୋଶୀ, ରାଜେଶ ମହାନ୍ତି, ପ୍ରତାପବଲ୍ଲଭ ପାଣିଗ୍ରାହୀ, ଜେ.ଏନ୍. ମିଶ୍ର, ସବିତା ମହାପାତ୍ର, ପ୍ରଭାସିନୀ ରାଉତରାୟ, ଦୀପାଳି ଶର୍ମା, ଦିଶା ଅଗ୍ରୱାଲ, ସୁଶାନ୍ତ ସ୍ବାଇଁ, ଉମେଶ ବାଗ, କ୍ରିଷ୍ଣା ମେହେର, ଯତିନ ଦୁଆରୀ, ମଳୟ ନାଗ, ମନୀଷ ମହାନ୍ତି, ଚନ୍ଦ୍ରଶେଖର ରଣା, ଶ୍ୟାମ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment