ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ତ ସିନାପାଲି ବନ ବିଭାଗ କୁ ମିଳିଛି ସଫଳତା । ଗୋଟିଏ କଲରାପତାରିଆ ବାଘ ଛାଲ ଜବତ ସହିତ ୩ଜଣ ଅଭିଯୁକ୍ତ କୁ ଗିରଫ କରିଛି ବନ ବିଭାଗ। ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନ ଖଣ୍ଡ ଅଧିକାରୀ ଅଜିଜ ଖାଁନ ସୂଚନା ଦେଇଛନ୍ତି । ଖବର ମୁତାବକ ଛତିଶଗଡ଼ ସୀମାନ୍ତ ନୂଆପଡା ଜ଼ୀଲ୍ଲା ସିନାପାଲି ବନାଞ୍ଚଳ ଅଞ୍ଚଳରେ ଦିନକୁଦିନ ବେଆଇନ ବନ୍ୟଜନ୍ତୁ ଶିକାର କରି କଲରାପତାରିଆ ବାଘ ଛାଲ ବେପାର ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ସୀମାନ୍ତ ଉଦନ୍ତୀ ସୀତା ନଦୀ ସଂରକ୍ଷିତ ଜଙ୍ଗଲ ଏବଂ ନୂଆପଡା ଜ଼ୀଲ୍ଲା ସିନାପାଲି ବନାଞ୍ଚଳ ସୀମା ରେ ଦିନକୁ ଦିନ ବନ୍ୟଜନ୍ତୁ ଶିକାର କଲରାପତାରିଆ ବାଘ ଛାଲ ଡିଲ ବୃଦ୍ଧି ପାଇବାରେ ଲାଗିଛି । ଏହି ଦୁଇରାଜ୍ୟ ସୀମାବର୍ତ୍ତି ଅଞ୍ଚଳରେ ଉଭୟ ଓଡ଼ିଶା ଛତିଶଗଡ଼ ବନ ବିଭାଗ ର ମିଳିତ ଉଦ୍ୟମରେ ଅନେକଥର ଅତର୍କିତ ଚଢ଼ାଉ କରି ବିଭାଗ ସଫଳତା ପାଇଛି । ଆଜି ଏହି କ୍ରମରେ ଛତିଶଗଡ଼ ରାଜ୍ୟ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଏବଂ ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବନଖଣ୍ଡ ସିନାପାଲି ବନ ବିଭାଗ ର ମିଳିତ ଚଢ଼ାଉ ବେଳେ,3ଜଣ ଅଭିଯୁକ୍ତ କୁ ଗିରଫ କରିବା ସହିତ ଗୋଟିଏ ବାଘଛାଲ 3 ଗୋଟି ମୋବାଇଲ ଜବତ କରିବାରେ ସଫଳ ହୋଇଛି ସିନାପାଲି ବନ ବିଭାଗ । ବାଘ ଛାଲ ମାମଲାରେ ଆଉକିଛି ଅଭିଯୁକ୍ତ ଫେରାର ଥିବା କୁହାଯାଉଛି । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ମାନେହେଲେ ନୂଆପଡା ଜ଼ୀଲ୍ଲା ସିନାପାଲି ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତ ମାନେହେଲେ ସିନାପାଲି କୁଳିଆପଥର ଗାଁର କିଶୋର ଷଣ୍ଢ, କାନ୍ଦୁଲକୁନା ଗାଁର ଲକ୍ଷି ମାଝୀ ,ଖରତ ଛାତ୍ରୀଆ ବୋଲି ଜଣାପଡିଛି । ଆଉକିଛି ଅଭିଯୁକ୍ତ ଫେରାର ଥିବାବେଳେ,ଅଧିକ ତଦନ୍ତ ଚାଲିଛି ଫେରାର ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁନ ପ୍ରକାଶ କରିଛନ୍ତି ।

Post a Comment