ବର୍ଷାରାଣୀ ଆସୁଛି
✍️✍️ଅଜିତ କୁମାର ପାଢ଼ୀ🌹🌹
(ଆଜତକ୍ ଓଡ଼ିଶା)
------*********************
ବୈଶାଖ ରେ ଭାରି ଟାଣ
ଘର୍ମ ଝାଳେ ହଇରାଣ
ଜ୍ୟେଷ୍ଟ ରେ ଅଣ ନିଶ୍ୱାସ
ଆଶାଢ଼େ ପ୍ରବଳ ବିଶ୍ୱାସ
ଆଶା ଭରସାର ମେଘ ଭାସୁଛି
ବର୍ଷାରାଣୀ ଆସୁଛି!
-----**********--------******
ନିରର୍ଥକ ନୁହେଁ ଆଶା
ଅଣ ନିଶ୍ୱାସ ରେ ଭରସା
କଳା ମେଘ ଭାସୁଛି
ହଁ ବର୍ଷାରାଣୀ ଆସୁଛି!
*****-------------******
ନ ଥିଲା ପ୍ରେମର ସ୍ପନ୍ଦନ
ନ ଥିଲା ଉନ୍ମାଦ ରେ ମନ
ନ ଥିଲା ମନରେ ଆରାମ
ଘର୍ମ ଝାଳରେ ବିଶ୍ରାମ
ହଁ କଳା ମେଘ ଉଠିଛି
ବର୍ଷା ରାଣୀ ଆସୁଛି. !
ଶିଥିଳତା ପାଇବାରେ
ଅଭିଳାଷା ଭରସା ରେ
ହଁ କଳା ମେଘ ଉଠିଛି
ବର୍ଷା ରାଣୀ ଆସୁଛି.!
***************
ତୁମ ଆସିବାରେ ମଳୟ ପବନ
କାନ୍ଥ ଝରକାରେ ସଭିଏଁ ମନ
ଶୀତଳ ଆସୁଅଛି ପବନ
କରିବାକୁ ଇଛାହୁଏ ମନ
ଆଶା ଅଭିଳାଷା ର ବନ୍ଧନହଁ!
କଳା ମେଘ ଉଠୁଛି
ବର୍ଷା ରାଣୀ ଆସୁଛି !
ହଁ ହେବଟି ଶୀତଳ ହାଳୁକା ମନ
ବର୍ଷା ରାଣୀ ଆସୁଛି !
ଅଜିତ କୁ ପାଢ଼ୀ
Post a Comment