କଟକ (ଆଜତକ୍ ଓଡ଼ିଶା) କଟକ ଜିଲ୍ଲାର ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମଲ୍ଲୀ ନାୟକଙ୍କୁ ଅର୍ଥ ରାଶି ପ୍ରଦାନ କରିଛନ୍ତି ତାଙ୍କ ସହିତ ଯୋଗାଯୋଗ କରି ତାଙ୍କ ଦୁଃଖ କଥା ପଚାରି ବୁଝିଥିଲେ ସମ୍ଭବ ପରିବାର ସଦସ୍ୟ ଅଜୟ ସାହୁ,ଅନୁରାଧା ଦାସ ଉପସ୍ଥିତ ଥିଲେ । ମଲ୍ଲୀ ନାୟକ ବୟସ ୭୦ ବର୍ଷ ଘର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ଧର୍ମଶାଳା ଗାଆଁ ବିଦ୍ୟୁତ ତାରାରେ ନିଆଁ ଲାଗି ଚାଳ ଘର ପୋଡ଼ି ଯାଇଛି ସେଥିପାଇଁ ଏବେ ରହୁଛନ୍ତି ଛତିଆରେ ତାଙ୍କ ଭଉଣୀ ଘରେ ଏହି ମଲ୍ଲୀ ନାୟକଙ୍କର ସ୍ୱାମୀ ଦ୍ଵିତୀୟ ବିବାହ କରି ଥିବାରୁ ମଲ୍ଲୀ ନାୟକ ମାଉସୀକୁ ପଚାରୁ ନାହାନ୍ତି କି ପୁଅ କେହି ନାହିଁ ଗୋଟିଏ ବୋଲି ଝିଅ ବାହାଘର କରି ଦେଇଛନ୍ତି,ଏକ ମାସ ହେବ ଗୋଡ଼ ଭାଙ୍ଗି ଯାଇଛି ଚିକିତ୍ସା ହେଉଛନ୍ତି ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଅଛି ଏବଂ ଖାଇବା ପିଇବା ବି ଅସୁବିଧା ହେଉଛି ମାସିକ ରାଶନ ଚାଉଳ ପାଞ୍ଚ କିଲୋ ଓ ମାସିକ ଭରତା ପଇସା କେବଳ ଭରସା ଅସୁବିଧାରେ ଅଛନ୍ତି ଘରେ କେହି ନାହାନ୍ତି ରୋଜଗାର କରିବା ପାଇଁ ତାଙ୍କ ବିପଦ ଦୁଃଖ ସମୟରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତାଙ୍କୁ ସହଯୋଗର ହାତ ବଢ଼ାଇ ତାଙ୍କ ମନରେ ସାହାସ ଭରିଛନ୍ତି ଆଗାମୀ ଦିନରେ ମଲ୍ଲୀ ନାୟକଙ୍କୁ ସେବା ଯୋଗାଇ ଦିଆଯିବ ଅନୁଷ୍ଠାନରୁ ଏମିତି ସେବା କାର୍ୟ୍ଯ ଜାରି ରହିବ ଜନ ହିତ ପାଇଁ ।

Post a Comment