କଂଟାବାଞ୍ଜି,୦୮ା୫ (ଆଜତକ୍ ଓଡ଼ିଶା) କଂଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ରରେ ବୁଧବାର ଜୁନିୟର ରେଡ୍ କ୍ରସ୍ ତୁରେକେଲା ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ବିଶ୍ବ ରେଡ଼କ୍ରସ ଦିବସ ଅବସରରେ ସ୍ଥାନୀୟ ଓଡିଶା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିରଞ୍ଚି ନାରାୟଣ ଦାଶ,ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ଓ ପୁଷ୍ପକେତୁ ବେହେରା, ସମ୍ବାଦ ପ୍ରତିନିଧିଙ୍କ ପ୍ରଚେଷ୍ଟାରେ ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ରକ୍ତଦାତା ପ୍ୟାରେଲାଲ୍ ଜାଙ୍ଗଡା ଯୋଗ ଦେଇ ଥିବା ବେଳେ ସମ୍ନାନିତ ଅତିଥି ଭାବେ ଆଇନ୍ଜୀବି ବ୍ରଜଶ୍ୟାମ ଗୁରୁ, ଥମିର ଛତ୍ରିଆ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଶିବିରରେ ଚଉଦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ରକ୍ତଦାନ ମହତ ଦାନକୁ ବ୍ରତ ଭାବରେ ଗ୍ରହଣ କରି କୁମର ସାହୁ, ନେପୁର ସାହୁ, ଗୁଞ୍ଜନ ଜାଂଗଡା, ବିରଞ୍ଚି ଖର୍ସେଲ, ଟୁନୁ ବନଛୋର, ରାଜୁ ପୁଟେଲ, ମନୋଜ ବହିଦାର, ଲଳିତ ମଖିଜା, ଅସିତ ସାଣ୍ଡ, ସିଦ୍ଧାନ୍ତ ହଂସ, ବଣ୍ଟୁ ବେହେରା, ହେମସଗାର ପୁଞ୍ଜି , ଲଳିତ ସେଠ, ଯୁବରାଜ ପୁଟେଲ ପ୍ରମୁଖ ସ୍ୱଚ୍ଛାକୃତ ଭାବେ ରକ୍ତ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଳିସମାଜ ଯୂବ ସଭାପତି ରାଜୁ ପୁଟେଲ, କୃତିକର ବାଗ, ସମ୍ବାଦ ପ୍ରତିନିଧି ବୈକୁଣ୍ଠ ମହାନନ୍ଦ ସହଯୋଗ କରିଥିଲେ । ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ର ପକ୍ଷରୁ ଡାକ୍ତର ରାକେଶ ପଣ୍ଡିତ, କୁନାଲ ଦାସ, ବିଶ୍ଵଜିତ ଦେବତା, ଶିବ ସାହୁ, ପ୍ରଶାନ୍ତ ସାହୁ, ଦୁର୍ଗା ତାଣ୍ଡି, ଗୁରୁବାରୁ ରଣା, ସହ ଅନ୍ୟ ମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲୋ

Post a Comment