ମଦର ଟେରେସା ବାର୍ଷିକ ଉତ୍ସବ ପାଳନ


କୋମନା (ବିରବଳ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ପଣ୍ଡରାପଥର ଠାରେ ଥିବା ମଦର ଟେରେସା ସେବା ସଙ୍ଗଠନ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ଏହିକାର୍ଯ୍ୟକ୍ରମ ରେ ମଦର ଟେରେସା ସମ୍ପାଦକ ଶେଷଦେବ ପ୍ରଧାନୀ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟା ରେ ମହିଳା ପୁରୁଷ ଉପସ୍ଥିତ ଥିଲେ ଓ ସଙ୍ଗଠନ କାର୍ଯକର୍ତ୍ତା ଥବିର ଶବର, କ୍ଷମା ଭୋଇ, ସତ୍ୟ ସାମଲ ବିଶେଷ ସହଯୋଗ କରିଥିଲେ।



Post a Comment

Previous Post Next Post