ଜନସଚେତନତା କାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢାଓ


କୋମନା:(ବିରବଲ ପ୍ରଧାନ)ନୁଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ତରବୋଡ ଗ୍ରାମପଞ୍ଚାୟତ ର ଧରମପୁର ଗ୍ରାମ ରେ ଜୟ ର୍ଭୈରବ ସାଂସୃତିକ ଅନୁଷ୍ଠାନ ଟିକ୍ରାପଡା ର ପାଳା ଗାୟକ ଶ୍ରୀ ଉମାଶଙ୍କର ହଂସ ଓ ତାଙ୍କ ସାଥି ଙ୍କ ସହ ବେଟି ବଚାଓ ବେଟି ପଢାଓ ସଚେତନ ପାଳା ମାଧ୍ୟମରେ କରିଥିଳେ। ଜିଲ୍ଲା ପ୍ରଶାସନ ନୁଆପଡା ତରଫରୁ ପ୍ରଚାର ପ୍ରସାର ପାଇଁ ଳୋକଙ୍କୁ ଜାଗ୍ରତ କରିଛନ୍ତି। ଏହାର ମୁଖ୍ୟ କାରଣ ହେଳା ମୁଳୁ ମାରିଳେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି, ଏହାର ଅର୍ଥ ଯେଉଁ ଭୃଣ ହତ୍ୟା ଦୋଷ ପାଇଁ ଅତି ଶିକ୍ଷିତ ଜନ ସମୂହ ଦାୟି ଅଟନ୍ତି। ଏଇ ଜଘନ୍ୟ ଅପରାଧ ପାଇଁଧାରା(୪,୬,୮,୧୦,୧୨,୧୪,୧୫, ଏବଂ ୧୭,) ଅନୁସାରେ ଦଣ୍ଡବିଧାନ କରାଯାଇଛି। ତତ୍ ସଙ୍ଗେ ସଙ୍ଗେ ଦୁଇ ବର୍ଷ ଜେଲ ଦଣ୍ଡ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ରଖାଯାଇଛି। ଯେ ଏହି ଅପରାଧୀମାନଙ୍କୁ ଜାଣିଲେ ନିଜକୁ ଗୁପ୍ତ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରି ପ୍ରଚାର କରୁଛନ୍ତି। ବେଟି ବଞ୍ଚିଲେ ପାଠ ପଢିବ ନାରୀ ଶକ୍ତି ଜାଗ୍ରତ ହେବ।

Post a Comment

Previous Post Next Post