କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ପଂଚାୟତ ରେ ଆଜି ପାତାଳେଶ୍ୱର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିତାଂଶୁ ଶେଖର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ସହ ମଞ୍ଚାସିନ ଥିଲେ, ମୁଖ୍ୟ ବକ୍ତା ମେଜର ରାମଚନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ସନ୍ତୋଷିନି ବାଗ,ମନ୍ଦିର ର ସଭାପତି ପ୍ରଫୁଲ ହୋତା, କମିଟି ର ସଦସ୍ୟ ସୁଧୀର ପଣ୍ଡା , ମହୋତ୍ସବ ର ସଭାପତି ଦେବୀପ୍ରସାଦ ଖମାରି, କୋଷ।ଧ୍ଯକ ନେତ୍ରମଣୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବ ରେ ଦୂର ଦୂରାନ୍ତ ରୁ ରଙ୍ଗା ରଙ୍ଗ କାଯ୍ୟକ୍ରମ କରିବାକୁ ଆସିଛନ୍ତି । ମଞ୍ଚ ପରିଚାଳନା କରିଥିଲେ ଖଗେଶ୍ୱର ବାଗ ଓ ଯୁବରାଜ ପଟେଲ । ପାଞ୍ଚ ତାରିଖ ରୁ ଦଶ ତାରିଖ ପର୍ଯ୍ୟନ୍ତ ଚଳିବ, ୩୫ ଟି ଷ୍ଟାଲ ସହିତ ମିନାବଜାର ଲାଗିଛି। ଏହି ମହୋତ୍ସବରେ ରାଜ କିରଣ ସିଂ ଦେଓ, ଶିବ ଶଙ୍କରପଣ୍ଡା, ସଂଜୀବ କ୍ଷତ୍ରୀ, ଶ୍ରୀକାନ୍ତ ପଣ୍ଡା, ଭାବଗ୍ରାହୀ ପଣ୍ଡା, ମହେନ୍ଦ୍ର ଦାସ, ଜୟନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Post a Comment