କଣ୍ଟାବାଞ୍ଜି/ତୁରେକେଲା : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ତୁରେକେଳା ବ୍ଲକ ଚଟୁଅନକା ଗ୍ରାମ ଠାରେ ମୋ ଭାରତ ବିକଶିତ ଭାରତ ନାରିଶକ୍ତି ଫିଟନେସ ରନ ଅନୁଷ୍ଠିତ ହୋଇଯାଇଛି। ଏହି ମୋ ଭାରତ ବିକଶିତ ଭାରତ ନାରିଶକ୍ତି ଫିଟନେସ ରନ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବର ସଭାପତି ସହଦେବ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଛି ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମୁଖରାମ ମାଝୀ ଓ ସମ୍ମାନିତ ଅତିଥି ଭାବେ ଭୀଷ୍ମତ ମାଝୀ, ଜଦୁ ନିଆଲ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଦୌଡ଼ ପ୍ରତିଯୋଗିତାରେ ରୁକମଣି ମାଝୀ ପ୍ରଥମ ହୋଇଥିଲେ, ନେପୁର ମାଝୀ ଦ୍ୱିତୀୟ , ସସିକାନ୍ତି ମାଝୀ ତୃତୀୟ ସ୍ଥାନରେ ବିଜୟୀ ହୋଇଥିଲେ। ଏହି ଦୌଡ଼ ପ୍ରତିଯୋଗିତା ରେ ନେହେରୁ ଆଦିବାସୀ କ୍ଲବ ଉପ ସଭାପତି ବିସିକେସନ ମାଝୀ , ସମ୍ପାଦକ ଜନକ ମାଝୀ , ସହ ସମ୍ପାଦକ କିଶୋର ମାଝୀ, କୋଷାଧ୍ୟକ୍ଷ ମୁଖରାମ୍ ମାଝୀ, ସଦସ୍ୟା ଦଶରଥ ମାଝୀ,ରୂପା ମାଝୀ,ରାଜ ମାଝୀ,ତପନ ମାଝୀ, ଖିରସିନ୍ଧୁ ମାଝୀ, ଗୋବିନ୍ଦ ମାଝୀ, ମୋହନ ମାଝୀ, ରାକେଶ ମାଝୀ, ଝଜ ମାଝୀ, କ୍ରୀଷ୍ଣା ମାଝୀ, ବିଶାଳ ମାଝୀ,ଉତ୍ତମ କୈବର୍ତ୍ତ ପ୍ରେମ ମାଝୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Post a Comment