କୋମନା:- (ବିରବଲ ପ୍ରଧାନ)୧୧.୦୩. ନୂଆପଡ଼ା ଜିଲ୍ଲା କୋମନା ଠାରେ ପ୍ରସ୍ତାବିତ କୋମନା ଏନ ଏ ସି ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ପାଞ୍ଚ ଘଂଟା ବନ୍ଦ ପାଳିତ ହୋଇଅଛି। ଓଡ଼ିଶା ସରକାର ପକ୍ଷରୁ ୩୪ ଗୋଟି ଏନ୍ ଏ ସି ଘୋଷଣା କରିଥିବା ବେଳେ କୋମନା କୁ ବାଦ ହୋଇଅଛି। ପ୍ରତ୍ୟେକ ଦୃଷ୍ଟିକୋଣରୁ କୋମନା ଏନ୍ ଏ ସି ହେବାର ଯୋଗ୍ୟତା ରହିଥିବା ବେଳେ ରାଜନୈତିକ ଦୃଷ୍ଟିକୋଣ ରୁ କୋମନା କୁ ବାଦ୍ ଦିଆଯାଇଛି। କୋମନା ଏନ୍ ଏ ସି ଦାବୀରେ ସକାଳ ୮ଘଂଟା ରୁ ଅପରାହ୍ନ ୧ ଘଟଣା ପର୍ଯ୍ୟନ୍ତ ପାଞ୍ଚ ଘଂଟା ପାଇଁ ବନ୍ଦ ପାଳିତ ହୋଇଅଛି।
ଏହି ବନ୍ଦ ପାଳନ ସଫାଲତା ସହ ସମ୍ପୂର୍ଣ ହୋଇଥିବା ବେଳେ ଆସନ୍ତା ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି। କୋମନା ଅର୍ଥନୈତିକ, ଭୌଗଳିକ, ସାମାଜିକ ଏବଂ ଭିତ୍ତିଭୂମୀ ର ଦୃଷ୍ଟି କୋଣ ରୁ କୋମନା ଏନ୍ଏସି ହେବାର ଯଥାର୍ଥତା ରହିଥିବା ଆନ୍ଦୋଳନ କାରିମାନେ ପ୍ରକାଶ କରିଛନ୍ତି। ସଦନ ତିୱାରୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ବିର ପ୍ରଧାନ,ଗୋଲାପ ସେଠୀ, ସହ ସମସ୍ତ ନାଗରିକ ଅନୁଷ୍ଠାନ, ସଂଘ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ସହଯୋଗ କରିଛନ୍ତି।

Post a Comment