ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ବଗିଚା ପ୍ରାଙ୍ଗଣ ରେ ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ନିକୁଞ୍ଜ ବିହାରୀ ମାଝୀ ଙ୍କ ଅଧ୍ୟକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଦିଲିପ ଶବର ପରିଚାଳନା କରିଥିଲେ।ଅନେକ ଦିନ ହେଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଦାବି କରି ଆସିଛି ତାଙ୍କୁ ଅଣଦେଖା କରୁଛି ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ । ତେଣୁ ରବିବାର ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ବୈଠକ ମାଧ୍ୟମରେ ଦାବି କରିଛନ୍ତି।କର୍ମଚାରୀ ଙ୍କ ପ୍ରମୁଖ ୮ଟି ଦାବି ଗୁଡ଼ିକ ହେଲା ସମାନ କାମ କୁ ସମାନ ଦରମା,ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ,ଶିକ୍ଷାଗତ ଯୋଗ୍ୟତା ରେ ପଦୋନ୍ନତି,କର୍ମଚାରୀ ଙ୍କ ମୃତ୍ୟୁ ଅନ୍ତେ ତାଙ୍କ ପରିବାର କୁ ଥଇଥାନ କରିବା ଭଳି ୮ଗୋଟି ଦାବି କରାଯାଉଛି ।ଗତ ୨ ମାସ ପୂର୍ବେ ସବୁ ଜିଲ୍ଲା ଗସ୍ତ କରି ସରକାର ଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଗସ୍ତ କରି ଲୋକ ଅସୁବିଧା ସୁବିଧା ବୁଝି ଥିଲେ କିନ୍ତୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ମଧ୍ୟ ତାଙ୍କ ଦାବି ଗୁଡ଼ିକ ୫ଟି ସଚିବ ଙ୍କୁ ପ୍ରଦାନ କରିଥିଲେ ।ହେଲେ ଦୀର୍ଘ ୨ ହୋଇଗଲା ତାର କୌଣସି ଉତ୍ତର ବା କର୍ମଚାରୀ ଙ୍କ କୌଣସି ଦାବି ପୂରଣ ନ ହେବାରୁ କର୍ମଚାରୀ କ୍ଷେଭ ପ୍ରକାଶ କରିଛନ୍ତି ।କର୍ମଚାରୀ ସଂଘ ଦାବି କରିଛି ଯେ ଆମର ପ୍ରମୁଖ ଦାବି ଗୁଡ଼ିକ ଆସନ୍ତା ୨୦୨୪ ନିର୍ବାଚନ ଆଚରଣ ବିଧି ପୂର୍ବ ରୁ ଆମ ଦାବି ଗୁଡ଼ିକ ପୂରଣ ନ କରିନ୍ତି ତା ହେଲେ ପଞ୍ଚାୟତ ସ୍ତରରୁ ଭୟାବହ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।ଅର୍ଜୁନ ପଟେଲ, କମଳ ଲୋଚନ ମାଝୀ,ଟିକେଶ୍ୱର୍ ସୁନାନି,ଯୋଗେନ୍ଦ୍ର ବେହେରା,ପ୍ରତାପ ମାଝୀ,ଗଙ୍ଗାଧର ମାଝୀ,ମହେନ୍ଦ୍ର ବନଛୋର,ଡମ୍ବରୁଧର ମାଝି,ଭକ୍ତ ମାଝୀ,କିଶୋର କୁମାର୍ ପୋଡ଼ ପ୍ରମୁଖ ସହ ୫ଟି ବ୍ଲକ ର ସମସ୍ତ ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ।

Post a Comment