ବାଲିଆପାଳ,୨/୧୧(ପ୍ରଭାକର ମଲ୍ଲିକ): ବାଲିଆପାଳ ବ୍ଲକ ଅଳାଡ଼ିହା ପଞ୍ଚାୟତ ଅଧିନସ୍ଥ ଗଣ୍ଡଦଳା ବାଲିବିଲ ଗ୍ରାମର ତାରିଣୀ ଛକ ଠାରେ ମା' ମନସା ଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ମା' ମନସା ଦେବୀଙ୍କ ବାର୍ଷିକ ପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ତଥା ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ମା' ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସଭିଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ର, ଅଳାଡ଼ିହା ପଞ୍ଚାୟତର ପୂର୍ବତନ ସରପଞ୍ଚ କମଳ ଲୋଚନ କର,ଯୁବନେତା ସନ୍ତୋଷ ମାହାଳିକ, ୱାର୍ଡ ସଭ୍ୟା ମମତା ଦେହୁରୀ,ବାବାଜୀ ଜେନା,ସପନ ପାତ୍ର,ପ୍ରଦୀପ ଜେନା,ସୁଶୀଳ ଦାସ, ଟୁଟୁ ବିଶ୍ବାଳ, ଦିବାକର ସାମନ୍ତରାୟ,ବନମାଳି ବାଗ୍ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ଗଣ୍ଡଦଳା ବାଲିବିଲ ଗ୍ରାମର ଜୟାନନ୍ଦ କୁହ୍ଲାରୀ,ସୁବାସ ଦେହୁରୀ, ରବୀନ୍ଦ୍ର ଗିରି, ସଞ୍ଜୟ ବିଶ୍ବାଳ, ନିରଞ୍ଜନ ବିଶ୍ବାଳ, ଅନନ୍ତ ବେହେରା ପ୍ରମୁଖ ମା' ତାରିଣୀ ଯୁବକ ସଂଘର ସଦସ୍ୟମାନେ ମା' ମନସା ଦେବୀଙ୍କ ବାର୍ଷିକ ପୂଜାତ୍ସୋବ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment