ଜୁନାଗଡ଼, ୦୨/୧୧ : (ଧୀରେନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ରେ ନୂତନ ତହସିଲଦାର ଭାବେ ଶ୍ରୀମତୀ ସୁର୍ମୀ ସୁରେନ ଗତ ଅକ୍ଟୋବର ୩୦ତାରିଖରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ତହସିଲଦାର ଯୋଗଦାନ କରିବାପରେ ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ କୁମାର ଜାଲ , ସକ୍ରିୟ ସଦସ୍ୟ ପୂର୍ନେନ୍ଦୁ ମାଝୀ, ଭୋକର୍ଧନ ଧଙ୍ଗଡା ମାଝୀ, ଉଗ୍ରସେନ କନ୍ଦପାନ, ଦୁର୍ଯ୍ୟୋଧନ ମାଝୀ, ସାହେବ ଛତ୍ରିଆ ପ୍ରମୁଖ ବୁଦ୍ଧ ପ୍ରତିମୂର୍ତ୍ତି ସହ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜୁନାଗଡ଼ ତହସିଲ ର ପ୍ରମୁଖ ସମସ୍ୟା ଉପରେ ଅବଗତ କରିଥିଲେ ।ତହସିଲଦାର ଶ୍ରୀମତୀ ସୁରେନ ଜୁନାଗଡ଼ ଜନସାଧାରଣଙ୍କ ସେବା ଯୋଗାଇବା ତାଙ୍କର ପ୍ରାଥମିକତା ରହିବ ବୋଲି ସେ ପ୍ରତିକ୍ରିୟା ରଖିଥିଲେ ଓ ଅତିଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।

Post a Comment