କଂଟାବାଞ୍ଜି ପ୍ରେସ ବ୍ଲକ ପକ୍ଷରୁ୨୪ ରେ ହେବ ନିଶୁଲ୍କ ଚକ୍ଷୁ ଚିକିତ୍ସା ଶିବିର


କଂଟାବାଞ୍ଜି, ୧୬/୧୧ (ଆଜତକ୍ ଓଡ଼ିଶା), କଂଟାବାଞ୍ଜି ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ନିଶୁଲ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଏସ.ଡି.ସି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ କଂଟାବାଞ୍ଜି ତଥା ଆଖପାଖ ଅଂଚଳର ଲୋକ ସାମିଲ ହୋଇ ନିଶୁଲ୍କ ଚିକିତ୍ସାର ଲାଭ ଉଠାଇବାକୁ ଲୋକଙ୍କୁ ସଚେତନ କରାଯାଉଛି । ଚଳିତ ମାସ ୨୪ ତାରିଖ ସକାଳ ୯ ଟା ସମୟରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଶିବିର ଚାଲୁ ରହିବ । ଏହି ଶିବିରରେ ମାଗଣା ଚକ୍ଷୁ ପରୀକ୍ଷା କରାଯିବ ସହ ଡାକ୍ତର ଚି଼ହ୍ନଟ କରିଥିବା ରୋଗୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ କରାଯିବ. ତେବେ ଯଦି କୌଣସି ଲୋକ ଏହି ଶିବିରକୁ ନେଇ କିଛି ଜାଣିବାକୁ ଇଚ୍ଛା ହେଲେ ସେ ଏହି ଶିବିରର ଆବାହକ ତଥା ପ୍ରେସ କ୍ଲବ ସଭାପତି ପ୍ରଭଜିତସିଂ ସାଲୁଜା (୯୯୩୭୬୨୧୬୨୦), କାର୍ଯ୍ୟକରି ସଭାପତି ସୁରଦାସ ବାଗ ( ୮୬୫୮୭୧୭୨୩୮) ଉପସଭାପତି ରଶ୍ମି ରଂଜନ ପୁଟେଲ (୯୯୩୮୫୯୬୫୯୫) ସମ୍ପାଦକ ଯୁଗଲ କିଶୋର ଶବର ( ୯୯୩୮୮୬୩୯୨୩), ଅଫିସ ସମ୍ପାଦକ ବିସିକେଶନ ମାଝୀ ( ୮୦୧୮୩୦୭୩୪୯ ), ସଦସ୍ୟ କମଳ ଅଗ୍ରୱାଲ ( ୯୯୩୮୦୮୦୧୭୭ ) ନମ୍ବରରେ ଯୋଗାଯୋଗ କରିପାରିବେ।

Post a Comment

Previous Post Next Post