ନୂଆପଡ଼ା ୦୫/୧୧ (ରିଖିରାମ ଦଳ )କୋମନା ବ୍ଲକ ଉଦ୍ୟାନବନ୍ଧ ଗ୍ରାମ ଠାରେ ଦୀର୍ଘ ଦିନରୁ ଗ୍ୟାସ ଟ୍ୟାଙ୍କର ଜାତୀୟ ରାଜପଥ ରେ ଯାତାୟତ କରୁଥିବା ବେଳେ ଗ୍ୟାସ ଚୋରା କାରବାର ରେକେଟ କାରବାର ଚାଲିଥିଲା। ବ୍ୟାପକ ସମୟ ଧରି ଗ୍ୟାସ ଟ୍ୟାଙ୍କର ଅଟକି ରହିଥିବା ବେଳେ ଏହି ଟ୍ୟାଙ୍କର ରୁ ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ବ୍ୟବସାୟ ସିଲିଣ୍ଡର,ରେ ଭର୍ତ୍ତି କରୁଥିଲେ ୧୨ ଅଭିଯୁକ୍ତ ଗିରଫ, ୧୩୦ ଗୋଟି ଗ୍ୟାସ ଟାଙ୍କି ସହ ୬ ଗୋଟି ଗ୍ୟାସ ଟ୍ୟାଙ୍କର ଏହି ଚୋରା କାରବାର ରେ ବ୍ୟବହାର ହୋଇଥିଲା। ଘଟଣା ର ଖବର ପାଇ କୋମନା ପୋଲିସ ଚଢାଉ କରିଥିଲେ। ଘାତ୍ନା ସ୍ଥାଲରୁ ୧୩୦ ଗୋଟି ଗ୍ୟାସ ସିଲିଣ୍ଡର ଜବତ୍ କରିଥିଲେ। ଗ୍ୟାସ ଭରିବା ସହ ଓଜନ ମାପ ଯନ୍ତ୍ର ଜବତ୍ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୯୦ ହଜାର ରୁ ଉର୍ଦ୍ଧ ହୋଇଅଛି। କୋମନା ଥାନା ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଙ୍କୁ ଜିମା ଦେଇଛନ୍ତି। କୋମନା ଥାନା କେଶ ନମ୍ୱର୍ ୩୫୭/୨୩ ମାମଲା ରୁଜୁ ହୋଇଅଛି।୫ଗୋଟି ଗ୍ୟାସ ଟ୍ୟାଙ୍କର, ଗୋଟିଏ ମେକ୍ସ ପିକଅଫ, ୨ଗୋଟି ମୋଟର ସାଇକେଲ ଜବତ ହୋଇଅଛି।୧୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛନ୍ତି।

Post a Comment