ମଣିଷ ଖିଆ ବାଘ ଏବେ ଯନ୍ତାରେ


ନୂଆପଡା ୫/୧୧ (ରିଖିରାମ ଦଳ )ନୂଆପଡ଼ା ଜିଲ୍ଲା ଭରୁଆମୁଣ୍ଡା ପଞ୍ଚାୟତ ର କଟିଙ୍ଗ ପାଣି ଗ୍ରାମ ର ପାଞ୍ଚ ବର୍ଷ ର ଶିଶୁ ମାରି ଖାଇଲା ପରେ ୩ ଘଣ୍ଟା ପରେ ପୁଣି ଗୋଟିଏ ଗାଈ କୁ ଖାଇଲା ଏହା ଦେଖି ଲୋକେ ଘରୁ ବାହାରୁ ନଥିଲେ । ତାପରେ ଧରମବନ୍ଧା ପଂଚାୟତ ସିରିଆଲି ବେହେରା ରେ ପୁଣି ମହିଳା କୁ ମାରି ଖାଇଲା ବାଘ ପରେ ଗୋଟିଏ ଶିଶୁ କୁ ଆକ୍ରମଣ କରିଥିଲା । ଏହି ବାଘ କୁ ରାତି ରେ ବନ ବିଭାଗ କାବୁ କଲା ପରେଏବେ ଯନ୍ତା ଭିତରେ ଅଛି । ପୁଣି ବନ ବିଭାଗ ବଡ଼ ସଫଳତା ଏବେ ବାଘ କୁ ନୂଆପଡା ଅଣାଯାଇଛି।

Post a Comment

Previous Post Next Post