ଖପ୍ରାଖୋଲ (ଗଣେଶ ଦାସ) ଖପ୍ରାଖୋଲ ପୁଲିସ ପାଟିମାଲ ଗାଁରୁ କରେକ୍ସ ବୋତଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସିଦ୍ଧେଶ୍ୱର ପଧାନ ଘର ପାଟିମାଲ ଗାଁ ର ବୋଲି ଜଣା ପଡିଛି । ତା ନିକଟରୁ ୫ ବୋତଲ ସିଲଡ଼ winserex 100 ML, ୪ ବୋତଲ ଏସକଫ,୪ ବୋତଲ ଖୋଲା ଏସକଫ ବୋତଲ, ୧ ପତ୍ତା Alzet ୦.୫ ଟାବଲେଟ,୧ ଷ୍ଟ୍ରିଙ୍ଗ କୋଲଡ଼ ଡ୍ରିଙ୍କ ବୋତଲ 250 ML, ଗୋଟିଏ କୋଲଡ଼ ଡ୍ରିଙ୍କ ବୋତଲ, ଗୋଟିଏ ମୋଟର ସାଇକେଲ ଗାଡି ନଂ. OD-17-Z-2541, ସହିତ ନଗଦ 800/-ଟଙ୍କା ଜବତ କରିଥିବା ଖପ୍ରାଖୋଲ ପୁଲିସ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସିଦ୍ଧେଶ୍ଵର ପଧାନ ଙ୍କୁ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଖପ୍ରାଖୋଲ ଥାନା କେଶ ନଂ 232/23, U/S 274/275/276 ରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Post a Comment