କୋରାପୁଟ :(ଆଜତକ୍ ଓଡ଼ିଶା) କୋରାପୁଟ ଜିଲ୍ଲାର ବିଶିଷ୍ଟ ଭୂଦାନପ୍ରେମୀ, ସମାଜସେବୀ ଏବଂ ପ୍ରଧାନ ଶିକ୍ଷକ ସ୍ବର୍ଗତ ଭାସ୍କର ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ ଅନୁଷ୍ଠିତ ହୋଇଯାଇଅଛି । ସ୍ବର୍ଗତ ଭାସ୍କର ପଟ୍ଟନାୟକ ଥିଲେ କୋରାପୁଟ ଜିଲ୍ଲାର ଗାନ୍ଧୀ ନଗର ତଥା ଶିକ୍ଷକ କଲୋନୀର ଅଧିବାସୀ ଅଟନ୍ତି । ସ୍ବର୍ଗତ ଭାସ୍କର ପଟ୍ଟନାୟକ ନିଜ ରହଣୀ ସମୟରେ ବିଦ୍ୟାଳୟ ସ୍ଥାପନ ଠାରୁ ଆରମ୍ଭ କରି ଅନେକ ଲୋକଙ୍କ ଗୃହ ଜମି ଭୂଦାନ କରି ଅଞ୍ଚଳରେ ବେଶ୍ ପ୍ରତିଷ୍ଠିତ ହୋଇଥିବା ଖବର ରହିଅଛି । ସେ ମାନବର ପଞ୍ଚାୟତର ଗୌଡ଼ଗୁଡା ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ସେ ସ୍ଥାନୀୟ ଗାନ୍ଧୀ ନଗରରେ ବର୍ତ୍ତମାନ ରହୁଅଛନ୍ତି । ସେ ଥିବା ସମୟରେ ଅଞ୍ଚଳର ବୋହୁ ଲୋକଙ୍କୁ ଶିକ୍ଷାଦାନ କରିବା ସହ ବହୁ ଲୋକଙ୍କୁ ସାହାର୍ଯ୍ୟ ସହାୟତା କରିଥିବା ଦେଖିବାକୁ ମିଳିଅଛି । ତେବେ ଆଜିର ତାଙ୍କ ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସ୍ବର୍ଗତ ଭାସ୍କର ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ବିଶିଷ୍ଟ ଧର୍ମପରାୟଣ ମହିଳା ଶ୍ରୀମତୀ ବାସନ୍ତୀ ରାଣୀ ପଟ୍ଟନାୟକ, ଜ୍ୟେଷ୍ଠ ପୁତ୍ର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ,କନିଷ୍ଠ ପୁତ୍ର ତଥା ଲ୍ୟାବ୍ ଟେକ୍ନିସିଆନ୍ ହିମାଂଶୁ ପଟ୍ଟନାୟକ, ସାନ ବୋହୁ ରଶ୍ମିତା ପଟ୍ଟନାୟକ, ନାତି ପିନାକୀ ପଟ୍ଟନାୟକ, ନାତୁଣୀ ପ୍ରାଚୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଭାସ୍କର ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିବା ଦେଖିବାକୁ ମିଳିଅଛି ।

Post a Comment