କାଇପଦର୍ ଉଚ୍ଚ ବିଦ୍ୟାଳୟ ଠାରେ ସିକ୍ୟାସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ : ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ପ୍ରିୟାନ୍ସି ମହାରଣା


ଖୋର୍ଦ୍ଧା: ୧୩/୧୦ (ଆଜ ତକ୍ ଓଡ଼ିଆ) ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ୬ ଶ୍ରେଣୀର ଏକ ଭିର୍ଣ୍ଣ କ୍ଷମ(୬୦%) ଛାତ୍ରୀ ପ୍ରିୟାନ୍ସି ମହାରଣା ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଦର୍ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସିକ୍ୟାସୁରଭି କାର୍ଯ୍ୟକ୍ରମ ପ୍ରିୟାନ୍ସି ମହାରଣା ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଉର୍ତିର୍ଣ୍ଣ ହୋଇଛନ୍ତି, ତେଣୁ ବଙ୍ଗିଦା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ବୃନ୍ଦ ଆଜି ପ୍ରିୟାନ୍ସି ମହାରଣା ଙ୍କ ଉପରେ ଗର୍ବିତ, ଏବଂ ତାହା ବେଟିତ ପ୍ରିୟାନ୍ସି ମହାରଣାଙ୍କ ପିତା ଶ୍ରୀଯୁକ୍ତ ନିମାଇଁ ଚରଣ ମହାରଣା ( ସମାଜ ସେବୀ) ଏବଂ ତାଙ୍କର ସହ ପରିବାର ଝିଅର ଏହି ସବୁ କାର୍ଯ୍ୟ ଦେଖି ଖୁସି ଉଲାଶରେ ତାଙ୍କ ଛାତି ପ୍ରଫୁଲିତ, ଏବଂ ଝିଅକୁ ସଙ୍ଗୀତ ଶିକ୍ଷା ଦେବା ପାଇଁ ତାଙ୍କ ପରିବାର ଇଚ୍ଛା ପ୍ରକାଶ କରିଛନ୍ତି, ଏବଂ ପ୍ରିୟାନ୍ସି ମହାରଣାଙ୍କ ପିତା ନିମାଇଁ ଚରଣ ମହାରଣା ଗଣମାଧ୍ୟମରେ ପ୍ରକାଶ କରିଛନ୍ତିକି, ସେ ଯେମିତି ସମାଜ ପ୍ରତି ନିଜକୁ ସମର୍ପିତ କରି ସମାଜର ସେବା କରୁଛନ୍ତି ତାଙ୍କ ଝିଅ ପ୍ରିୟାନ୍ସି ମଧ୍ୟ ବଡ଼ ହୋଇ ସମାଜ ସେବା କରିବା ପାଇଁ ଆଶା ଏବଂ ବିଶ୍ୱାସ ଅଛି।

Post a Comment

Previous Post Next Post