ବସ୍ତା , ୨୮/୧୦ (ପ୍ରଭାକର ମଲ୍ଲିକ): ବାଲେଶ୍ଵର ଜିଲ୍ଲା ବସ୍ତା ଶମ୍ଭୁନାଥ ହାଇସ୍କୁଲ ର ୧୯୯୦ ମସିହା ଛାତ୍ର ଙ୍କ ତରଫରୁ ଚାନ୍ଦିପୁର ବେଳାଭୂମି ରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ। ସୂଚନା ଅନୁସାରେ ଶମ୍ଭୁନାଥ ହାଇସ୍କୁଲ ରେ ୧୯୯୦ ମସିହାରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଥିବା ୭୨ ଜଣ ପିଲା ଆଜି ପ୍ରାପ୍ତ ବୟସ୍କ ରେ ଉପନୀତ ହୋଇ ଥିବା ବେଳେ , ସମାଜର ବିଭିନ୍ନ ପାରିବାରିକ, ସଂଘ ଗତ ସମସ୍ୟା କେବଳ ଯୁବଗୋଷ୍ଠୀ ଙ୍କ ଦ୍ବାରା ହେଉଥିବା ରୁ , ତାର ତୀବ୍ର ସମାଲୋଚନା କରିଥିଲେ ।ଯୁବଗୋଷ୍ଠୀ ଚେଷ୍ଟା କଲେ ସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରିବ। ଯଦି ଆଜି ର ସମାଜରେ ସମସ୍ତ ଯୁବଗୋଷ୍ଠୀ ଏକତ୍ରିତ ହୋଇ ପ୍ରଥମେ ନିଜର ପିତା ମାତା ଏବଂ ଆତ୍ମୀୟ ସ୍ବଜନ ଙ୍କ ସହ ସୁସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିବେ ତେବେ ନିଶ୍ଚିତ ଭାବରେ ସମାଜରେ ଚାଲିଥିବା ଅନ୍ୟାୟ ଅନିତି ଦୂରୀଭୂତ ହୋଇପାରିବ ବୋଲି ଆଜିର ବନ୍ଧୁ ମିଳନ ଉତ୍ସବରେ ମତ ପ୍ରକାଶ ପାଇଥିଲା

Post a Comment