ଜଳେଶ୍ବର,୧୩/୯ (ଜଗନ୍ନାଥ ଗୋଛାୟତ) ମଣ୍ଡଳସ୍ତରୀୟ ରାଜପୁର ଠାରେ ମଣ୍ଡଳ ସଭାପତି ତପନ କୁମାର ବିଶ୍ୱାଳଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମନ କି ବାତ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସଂଯୋଜକ ସିଦ୍ଧାର୍ଥ ଶଙ୍କର ପାଳ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ଚାଲିଥିବା "ମୋ ମାଟି ମୋ ଦେଶ "କୁ ସମସ୍ତ ବୁଥରେ ସର୍ବବ୍ୟାପି କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରିବା ସହିତ ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀଙ୍କ ନିଃସୃତ ବାଣୀ ମନ କି ବାତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟକ୍ତବ ରଖିଥିଲେ । ବୈଠକରେ ଭୋଟର ସଚେତନତା କାର୍ଯ୍ୟକ୍ରମ ସମସ୍ତ ବୁଥସ୍ତରରେ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଉପସଭାନେତ୍ରୀ ସାବିତ୍ରୀ ଜେନା, ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ପରିଡ଼ା, ନିତ୍ୟାନନ୍ଦ ଦାସ, ବିଜୟ ଜେନା, ଅମରେଶ ଦାସ, ୱାର୍ଡ ସଭ୍ୟ ଶ୍ୟାମସୁନ୍ଦର ପାଲ, ମାୟାଧର ଦାସ,ଅଜୟ ଦାସ, ସୁନୀଲ ପାଲ, ରବୀନ୍ଦ୍ର ଜେନା, ସୁହାସ ରଞ୍ଜନ ସୈନିକ, ବନବିହାରୀ ଦାସ ଅଧିକାରୀ,ବିଶେଶ୍ୱର ବିଶ୍ୱାଳ,ସୁରେଶ ଭୂୟାଁ, ଦେବରାଜ ଦେ, ସନ୍ତୋଷ ଦାସ, ସ୍ୱରୂପ ଜେନା ଙ୍କ ସହିତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Post a Comment