ମାଲକାନଗିରି :(ଆଜତକ୍ ଓଡ଼ିଶା) ମାଲକାନାଗିରି ଜିଲ୍ଲାର ପଡିଆ ବ୍ଳକ ଅନ୍ତର୍ଗତ ବାପନପାଲ୍ଲୀ ପଞ୍ଚାୟତର ସିଲାକୋଟା ଆଶ୍ରମ ବିଦ୍ଯାଳୟରେ ଆଜି ପ୍ରଧାନ ଶିକ୍ଷକ ରାମ ମାଡକାମୀ ଙ୍କ ସଭାପତିତ୍ବରେ ନିରକ୍ଷର ଅଞ୍ଚଳର ଶତାଧିକ ଅବିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟ ସରକାର ଙ୍କ ଆମେ ଜାଣିବା ଓ ଆମେ ଜିଣିବା କାର୍ଯ୍ଯକ୍ରମ ଅତି ଆଡ଼ମ୍ବର ସହିତ ପାଳିତ ହେଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି- କୁନ୍ତେ ମାଡକାମୀ, ସମ୍ମାନିତ ଅତିଥି ପଞ୍ଚାୟତ ର ସିଆରପିସି ସପନ କୁମାର ନାୟକ, ମୁଖ୍ଯ ବକ୍ତା କୋଲାକୁଣ୍ଡା ଆଶ୍ରମ ଦାୟିତ୍ବାଧୀନ ପ୍ରଧାନ ଶିକ୍ଷକ ଭୀମ ସୋଡି,ସିମିଳିବାଞ୍ଛା ପଞ୍ଚାୟତ ସରପଞ୍ଚ ସିଙ୍ଗା ମାଡକାମୀ, ଆଇସିଡିଏସ୍ ପରିଚାଳିକା ପୁଷ୍ପା ବିଶ୍ବାଳ ସମେତ ଗଙ୍ଗା କୁଞ୍ଜାମୀ,ରବିନାରାୟଣ ପଲାଇ,ଗୌରୀପ୍ରଭା ମହାରଣା , ପଞ୍ଚାୟତ ର ସମସ୍ତ ଆଶାକର୍ମୀ ଓ ଅଙ୍ଗନବାଡ଼ୀ କର୍ମୀ ପ୍ରମୁଖ ଯୋଗଦାନ କରି ଆଞ୍ଚଳିକ ସମସ୍ଯା ଓ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

Post a Comment