ନାକଡେଇଁ ଗ୍ରାମରେ" ଏକଲ୍ ଅଭିଯାନ ର ବାର୍ଷିକ ପ୍ରଶିକ୍ଷଣ ଅଭ୍ୟାସ ବର୍ଗ " ଅନୁଷ୍ଠିତ


ସୁବର୍ଣ୍ଣପୁର (ଆଜତକ୍ ଓଡ଼ିଶା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ" ଏକଲ୍ ଅଭିଯାନ ର ବାର୍ଷିକ ପ୍ରଶିକ୍ଷଣ ଅଭ୍ୟାସ ବର୍ଗ " ଅନୁଷ୍ଠିତ ହୋଇଯାଇଛ। ସମ୍ବଲପୁର ଅଞ୍ଚଂଲ ର ଉଲୁଣ୍ଡା ସଂଚ,ବୀରମହାରାଜପୁର ସଂଚ ଓ ବଡ଼ମାଳ ସଞ୍ଚ ତିନୋଟି ସଞ୍ଚ  କୁ ନେଇ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଏକଲ ଅଭିଯାନ ର ଅଦ୍ଦକ୍ଷ ତଥା ରାଷ୍ଟ୍ରୀୟ ପର୍ଜlବରଣ ପ୍ରମୁଖ ଧର୍ମ ନିରଞ୍ଜନ ପଣ୍ଡା ଯୋଗ ଦେବା ସହ ସମନାନୀୟ ଅତିଥି ଭାବରେ ଯୋଗଦେଇଥିଲେ ଅବସରପ୍ରାପ୍ତ ତଥା ଏକଲ ଅଭିଯାନ ର ବି ଏମ ପୁର ସଞ୍ଚ ସଂପାଦକ ଶିକ୍ଷକ ସନ୍ତୋଷ କୁମାର ବିଶି, ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ, ଗ୍ରାମ ପ୍ରମୁଖ ରାତ୍ର ପଧାନ, ୱର୍ଡ୍ ମେମ୍ବର ଉଦୟନାଥ ବାରିକ। ଏହି ଏକଳ୍ ଅଭିଯାନ ର କର୍ୟକର୍ତ୍ତା ଅଭିଯାନ ପ୍ରମୁଖ ପ୍ରଦୀପ କୁମର ସ୍ୱାଇଁ, ପ୍ରାଥମିକ ଶିକ୍ଷା ପ୍ରମୁଖ ଶଶିଭୂଷଣ ନାୟକ, ଗ୍ରାମ ସ୍ଵରାଜ ପ୍ରମୁଖ ରମାକାନ୍ତ ପଧାନ , ବି ଏମ୍ ପୁର ସଞ୍ଚ ପ୍ରମୁଖ କାଳିଆ କଲତା, ଉଲୁଣ୍ଡା ସଞ୍ଚ ପ୍ରମୁଖ ଦେବାର୍ଚ୍ଚନ ନାଏକ, ବଡ଼ମାଳ ସଞ୍ଚ ପ୍ରମୁଖ ଅଜିତ ବିଶ୍ବାଳ। ଏହି ପ୍ରଶିକ୍ଷଣ ରେ ଆଚାର୍ଯ୍ୟ ୧୩ ଆଚାର୍ୟା ୩୬ ଉପସ୍ଥିତ । ଏହି ପ୍ରଶିକ୍ଷଣ ବର୍ଗ ତା ୨୨.୯.୨୩ ରୁ ୦୧-୧୦-୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ରେ ବୌଦ୍ଧିକ, ଶୋଇଖିକ, ଶରିରୀକ , ସଫେଇ , ଯୋଗ ଅଭ୍ୟାସ ପ୍ରତି ଦିନ ଅନୁଷ୍ଠିତ। ପ୍ରତି ଦିନ ସଫେଇ କର୍ୟକର୍ମ ଅନୁଷ୍ଠିତହେବ  ଶେଷରେ ଧନ୍ୟବାଦ ଦେଇଥିଲେ ରାତ୍ର ପଧାନ।

Post a Comment

Previous Post Next Post