ମାଁ ଦୁଆରଶନି ୟୁଥ୍ କ୍ଳବ ତରଫରୁ ୩ୟତମ ଗଣେଶ ପୂଜା ଅବସରରେ ଭୋଗ ବଣ୍ଟନ


କଣ୍ଟାବାଞ୍ଜି,୨୩/୦୯ (ଆଜତକ୍ ଓଡ଼ିଶା) : ତୁରେକେଲା ବ୍ଲକ  ଦାବ୍ରି ଗ୍ରାମର ମାଁ ଦୁଆରଶନି ୟୁଥ୍ କ୍ଳବ ତରଫରୁ ୩ୟ ତମ ଶ୍ରୀ ଗଣେଶ ପୂଜା ପୂର୍ତ୍ତି ଅବସରରେ ପଞ୍ଚମ ଦିନରେ ଗାଁର ସମସ୍ତ ଙ୍କ ପାଇଁ ଭୋଗ ବଣ୍ଟନ କରି ମୂର୍ତ୍ତି ବିଷର୍ଜନ  କରାଯାଇଥିଲା। ଭୋଗ ଦେବା ସମୟ ରେ ଦୁଆରସନି ୟୁତ କ୍ଳବ ସଭାପତି ରାଜୁ ଛତ୍ରିଆ , ସମ୍ପାଦକ ନନ୍ଦୀ କିଶୋର ଚନ୍ଦନ , କୋଷାଧ୍ୟକ୍ଷ ବୈକୁଁଠ ଚଦନ , କ୍ଳବ ସହଯୋଗି ରୁଖ୍ୟ କର୍ତ୍ତା ଚନ୍ଦନ , ପ୍ରତାପ ଚନ୍ଦ୍ର କୂଅର , ଉଧବ ଚଦନ , ଲାଏବ୍ରେନ ଦୁଃଖନାଶନ ମଲ୍ଲିକ , ସଭ୍ୟ ଗଣେଶ ନାଗ , ବିଷ୍ଣୁ ଗହୀର , ପ୍ରଧୁମ୍ ନିଆଁଲ୍ , ରୋହିତ ନାଗ , ଜିତେନ ଚଦନ , ଲଖ୍ମଣ ଛାତ୍ରୀଆ , ଓକିଲ ଚଦନ , ଜୟକାନ୍ତ ଚଦନ , ସୁଶାନ୍ତ ଚଦନ , ଜୁଯେଷ୍ଟି ଚଦନ , ଟିଙ୍କୁ ଚଦନ ,ସୁଧୀର ଚଦନ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post