ଜଳେଶ୍ୱର (ଜଗନ୍ନାଥ ଗୋଛାୟତ) ବିଭିନ୍ନ କଲେଜରେ ଅଧ୍ୟାପନା କରି ଯଶସ୍ୱୀ ଅର୍ଜନ କରିଥିବା ଅଧ୍ୟାପକ ଜୟନ୍ତ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ଗୋପସ୍ଥିତ ନିଜ ବାସଭାବନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶିକ୍ଷାବିତ୍ ଡ. ଅଜିତ୍ ମହାନ୍ତ ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତ ଦାସଙ୍କ ଛାତ୍ରବସôଳତା, ଅଗାଧ୍ୟ ପାଣ୍ଡିତ୍ୟ, ପରୋପକାର, ମାନବବାଦ, ବନ୍ଧୁବସôଳ, ମେଳାପି, ଆଧ୍ୟାତ୍ମିକବାଦୀ, ସୁ-ସାହିତ୍ୟିକ ଭାବେ ଏ ସଂଚଳରେ ବେସ୍ ପରିଚିତ ଥିଲେ । ଶ୍ରଦ୍ଧା ସୁମନ ଜ୍ଞାପନ କରି ବକ୍ତାମାନେ ସାମ୍ପ୍ରତିକ ସମାଜରେ ତାଙ୍କ କରି ଜଣେ ବନ୍ଧୁ ମିଳିବା କଷ୍ଟକର ବୋଲି କହିଥିଲେ । ପୁଜ୍ୟପୂଜା ନଷ୍ଟ ହେଲେ ସଂପର୍କ ତିକ୍ତ ହୁଏ, ଭକ୍ତିଭାବ ନଷ୍ଟ ହୁଏ । ଅନ୍ୟ ପକ୍ଷରେ ସଜଳ ସ୍ମୃତି ଏକ ରୂପା ଜହ୍ନପରି ପ୍ରତ୍ୟେକଙ୍କ ମନରେ ଜୀଇଁ ରହିଥାଏ ବୋଲି ବକ୍ତମାନେ କହିଥିଲେ । ଏଥିରେ ଡ. ଶ୍ରୀକାନ୍ତ ଚରଣ ପାତ୍ର, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, କବି ସୁକୁମାର ଦାସ, ଶ୍ରୀକୁମାର, ଡ. ରମାକାନ୍ତ ଭଂଜ, ପ୍ରଫସେର ଜିତାରାମ ଦେ, ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଦେ, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଇନ୍ଦୁମତୀ ଗିରି, ଅନନ୍ତ ଦାସ, ଲେଲିନ୍ ପ୍ରଧାନ, ସାମ୍ୟବାଦି ନେତା ଦିଲ୍ଲିପ ଗିରି, କବି ବସନ୍ତ ଦାସ, ଶରତ ଚନ୍ଦ୍ର ପରିଡା, ସୁଧିର କର, ଅଂଶୁମାନ ମହାନ୍ତି, କମଳ ଚକ୍ରବର୍ତ୍ତୀ, ଆଶିଷ ଦାସ, ଗୋପବଂଧୁ ମହାପାତ୍ର, ମଧୁଛନ୍ଦା ମହାନ୍ତି, ସରୋଜ ପାଣିଗ୍ରାହୀ, ଅବନୀ ଚାନ୍ଦ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଶେଷରେ ତାଙ୍କ ସହଧର୍ମିଣୀ ଅନିନ୍ଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment