ବାଲେଶ୍ୱର,୨୪/୯ (ଲକ୍ଷ୍ମୀଧର ବାରିକ): ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍ ପକ୍ଷରୁ 'ଏ' ଗ୍ରେଡ ମାନ୍ୟତା ମିଳିଛି। ଏହି ଅବସରରେ ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍ସବ ମାନଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ମିଠା ଖୁଆଇଥିଲେ। ସ୍ମୃତି ସ୍ୱରୂପ କୁଳପତି ପ୍ରଫେସର ତ୍ରିପାଠୀ ଏହି ଅବସରରେ ବୃକ୍ଷରୋପଣ କରିଥିଲେ। ପରେ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ମିଶି କୁଳପତି ଉତ୍ସବ ମନାଇବା ସହ ବାଜା ବଜାଇ ନାଚିଥିଲେ।

Post a Comment