ପୁରୀ (ଆଜତକ ଓଡ଼ିଶା) ଆଞ୍ଚଳିକ ସେବା ସଂଘ ପକ୍ଷରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଲେ ବୃକ୍ଷ ରୋପଣ କରି ଓ ଭିନ୍ନକ୍ଷମ ପିଲା କୁ ନୂତନ ବସ୍ତ୍ର ଓ ଏକ ମାସ ପାଇଁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ। ପୁରୀ ଜିଲ୍ଲାର ସାମାଜିକ ଅନୁଷ୍ଠାନ ଆଞ୍ଚଳିକ ସେବା ସଂଘ ପକ୍ଷରୁ ପାଳିତ ହୋଇ ଯାଇଛି ରକ୍ଷା ବନ୍ଧନ ଉତ୍ସବ ବ୍ରହ୍ମଗିରି ବ୍ଲକ କପିଳେଶ୍ୱର ପୁର ପଞ୍ଚାୟତ ତୋରଣ ଗ୍ରାମରେ ଜଣେ ଭିନ୍ନକ୍ଷମ ଲୋକକୁ ନୃତନ ବସ୍ତ୍ର ବଣ୍ଟନ ସହିତ ୫୦ ଟି ବୃକ୍ଷ ଚାରା ରୋପଣ କରାଗଲା ।ଏଥିରେ ମୁଖ୍ୟ ଅତିଥି ବ୍ରହ୍ମଗିରି ଜଙ୍ଗଲ ବିଭାଗର ମୁଖ୍ୟ ଚନ୍ଦ୍ର ଶେଖର ସାହୁ ,ସଭାପତି ବିଜୟ କୁମାର ଜେନା,ସମ୍ପାଦକ ଗୌତମ ଜେନା, ସଂଘର ଅନ୍ୟ ସଦସ୍ୟ ଜଗା, ଗଙ୍ଗା, ସଞ୍ଜୀବ, ଅକ୍ଷୟ, ବିବୁଲା, ବାବୁ, ଅଭିରାମ, ଦିଲୀପ, ରାମଶଙ୍କର, ଯୁଧିଷ୍ଟିର,ଲିଙ୍ଗରାଜ ଓ ଅନ୍ୟ ସଦସ୍ୟ ମାନେ ଏମିତି ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବକୁ ପାଳନ କରି ସମାଜକୁ ବାର୍ତ୍ତା ଦେଇଛନ୍ତି ବୃକ୍ଷ ଆମର ଭାଇ , ବୃ୍କ୍ଷ ଆମର ବନ୍ଧୁ, ବୃକ୍ଷ ଆମର ଜୀବନ ବୃକ୍ଷକୁ ସମ୍ମାନ ଦିଅନ୍ତୁ ।

Post a Comment