ଅସାହ୍ୟ ପରିବାରକୁ ସାହା ହେଲେ ବୀର ବାଜି ରାଉତ ସେନା


ଢେଙ୍କାନାଳ ୧/୯ (ଆଜତକ ଓଡ଼ିଶା) ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜୟପୁରା କାଟେଣୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦବଂସନ୍ତ ଗ୍ରାମ ରେ ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ଥିବା ଜଣେ ବୃଦ୍ଧା ଏବଂ ତାଙ୍କର ଛୋଟ ଦୁଇ ଜଣ ନାତୁଣୀ ଓ ଜଣେ ନାତି କୁ ଆଜି ଘଟଣା ର ଖବର ପାଇ ଓ ଗୁରୁତ୍ଵ ହୃଦବୋଧ କରି ବୀର ବାଜି ରାଉତ ସେନା ପକ୍ଷରୁ ସମସ୍ତ ପ୍ରକାର ବ୍ୟାପକ ପ୍ରସ୍ତୁତି କରି ଓ ସଙ୍ଗଠନ ର ସମସ୍ତ ସଦସ୍ୟ ମାନଙ୍କ ଚେଷ୍ଟା ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଏହି ନିରୀହ ଆଦିବାସୀ ପରିବାର ଟିକୁ ସାହାଯ୍ୟ ସହଯୋଗ କରି ଥିଲେ ଓ ଆବଶ୍ୟକୀୟ ପ୍ରଶାସନିକ କ୍ଷେତ୍ର ରେ ସମସ୍ତ ପ୍ରକାର ବ୍ୟାପକ ସୁବିଧା କରାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ତାଙ୍କ ପ୍ରତି ସହାନୁଭୂତି ପ୍ରତିପାଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୨୫ ରୁ ଅଧିକ ବୀର ବାଜି ରାଉତ ସେନା ର ସାମାଜିକ ସହକର୍ମୀ ଯୋଗଦାନ କରିଥିଲେ।

Post a Comment

Previous Post Next Post