ବାଲିଆପାଳ, ୨୨/୯ ( ପ୍ରଭାକର ମଲ୍ଲିକ ) : ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ପଞ୍ଚାୟତର ବାଲିକୁଟି ଗ୍ରାମର ପ୍ରଣବ ଦାସ ଙ୍କ ସାନ ଭାଇ ଦେବ କଲ୍ୟାଣ ଦାସ (ହରିଦାସ) (ବୟସ ୨୩) ,୦୯/୦୩/୨୩ ତାରିଖ ଦିନ ବିଜୟବାଡା ଟେସନ ରୁ ଏକ ଟ୍ରେନ ଯୋଗେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ଗ୍ରାମ କୁ ଫେରୁଥିବା ବେଳେ ତା ସହିତ କ'ଣ ଘଟିଲା ସେ ଆଉ ଘରକୁ ନଫେରି କେଉଁ ଆଡକୁ ଚାଲିଯାଇଛି। ଏନେଇ ବାଲେଶ୍ଵର ଟେସନ ରେ ଥିବା ଜି,ଆର,ପି, ପୋଲିସ ରେ ୨୦/୩/୨୩ ରେ ଏନେଇ ଅଭିଯୋଗ କରିଥିଲେ। ୬ ମାସ ବିତିଯାଇଥିଲେ ମଧ୍ୟ କୋୖଣସି ଖବର ମିଳିନଥିଲା। ମାତ୍ର ହଠାତ୍ ୧୭/୯/୨୩ ରବିବାର ଦିନ ବେଲଦା ଟେସନ ରେ ବୁଲୋ ଥିବା ର ପରିବାର ଲୋକେ ଖବର ପାଇ ବୋଲଦା ଟେସନ ରେ ବହୁ ଖୋଜାଖୋଜି ନିରାଶ ହୋଇ ଘଟଣା ସମ୍ପର୍କରେ ୧୯/୯ ମଙ୍ଗଳବାର ବାଲିଆପାଳ ଥାନା ରେ ପ୍ରଣବ ଦାସ ଅଭିଯୋଗ କରିଛନ୍ତି।

Post a Comment