ନୂଆପଡା ୨୪/୯ (ପରେମଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡିଆଳ ୱର୍ଡ ନମ୍ବର ୮ ନୀଳଜୀ ବନ୍ଦ ପଡା ର ଗଣେଶ ପୂଜା କମିଟି ପକ୍ଷରୁ ଭଣ୍ଡାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ପୁଜକ ଭାବରେ ପୁଜା କରି ଥିଲେ ମନୋଜ କୁମାର ମୁଣ୍ଡ କତ୍ରୀ ଭାବରେ ପୁଜା କରି ଥିଲେ ଜୟରାମ କୈବର୍ତ, ତାଙ୍କ ସ୍ତ୍ରୀ ପଲ୍ଲବୀ କୈବର୍ତ୍ତ, ପୁଜକ କମିଟି ଙ୍କ ନାମ ହେଲା ଓମ ପ୍ରକାଶ ଅଗ୍ରୱାଲ ଟିକେରାମ କଟା, ଦିବ୍ୟ ରଞ୍ଜନ ପ୍ରଧାନୀ, ବିଘ୍ନରାଜ ରାଉତ, ଗଣେଶ ଭିତ୍ରୀୟା, ଡିଙ୍କନ ରାଉତ, ରାକେଶ ସିଂ ଲାଲ, ବବଲୁ ସିଂ ଲାଲ, ହ୍ୟାପି ପ୍ରଧାନୀ, ଅକ୍ଷୟ ପ୍ରଧାନୀ, ସୁରଜ କୈବର୍ତ, ଛବିଲାଲ କୈବର୍ତ୍ତ, ସୋମ୍ୟରଞ୍ଜନ ପ୍ରଧାନୀ,ସହଯୋଗ କରିଥିଲେ।

Post a Comment