ଭବାନୀପାଟଣା ୧୩/୦୮(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଗ୍ରାମପଞ୍ଚାୟତ ଅଫିସ୍ ଗୃହ ଠାରେ ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ର ପ୍ରତ୍ୟେକ ଗ୍ରାମପଞ୍ଚାୟତ ର ସଂଯୋଜକ ମାନେ ଯୋଗ ଦେଇ ମାନବ କୌଶଳ ବିକାଶ ଆସୋସିଏସନ୍ ର ଆତ୍ମନିରଭର ଭାରତ ଯୋଜନା ବିଷୟ ରେ ଆଲୋଚନା କରାଯାଇଥିଲା ଆୟୋଜିତ କାର୍ଯ୍ୟ କ୍ରମରେ ଗୋଲାମୁଣ୍ଡା ଯୁବ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନଵ କୌଶଳ ବିକାଶର ଆତ୍ମ ନିର୍ଭର ଭାରତ ବିଷୟ ରେ ବୁଝାଇଥିଲେ ,ମାନବ କୌଶଳ ବିକାଶ ଆସୋସେସନ ସହ ଯୋଗ ରେ ଲୋକଙ୍କୁ କିପରି ଆତ୍ମନିର୍ଭର ହୋଇପାରିବେ ସେ ଉପରେ କହିଥିଲେ।ଏଥିରେ ଗୋଲାମୁଣ୍ଡା ବ୍ଲକ ସୁପରଭାଇଜର ବିଶ୍ଵ ନାଥ ଭୋଇ ତାଙ୍କ ସହିତ ଗୋଲାମୁଣ୍ଡ ବ୍ଲକ ର ସମସ୍ତ ପଞ୍ଚାୟତ ସଂଯୋଜକ ମାନେ ଉପସ୍ଥିତ ଥିଲେ ।ମାନବ କୌଶଳ ବିକାଶ ଆସୋସିଏସନ୍ ର ଜିଲ୍ଲା ସଂଯୋଜକ ହରେଶ ବାଗ ମଞ୍ଚ ପରିଚାଳନା କରିଥିବା ସହିତ ବିଭିନ୍ନ ଯୋଜନା ବିଷୟ ରେ ସମସ୍ତ ଙ୍କୁ ବୁଝାଇ କହିଥିଲେ। ପରି ଶେଷ ରେ ଗୋଲାମୁଣ୍ଡା ବ୍ଲକ ର ସୁପର ଭାଇଜର ଗେମ୍ଲର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment