ବାଲିଆପାଳ (ପ୍ରଭାକର ମଲ୍ଲିକ) ଦିନକୁଦିନ ଓଡିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଥିବା ବେଳେ ପୋଲିସ କିନ୍ତୁ ନିଦାବିଷ୍ଣୁ ପାଲଟିଥିବା ଜନସାଧାରଣଙ୍କୁ ଚକିତ କରିଛି। ତେବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ। ତେବେ ସୂଚନାରୁ ପ୍ରକାଶ ଗୋବିନ୍ଦପୁର ଗ୍ରାମର ଝାଡେଶ୍ବର ମଲ୍ଲିକ ପିତା କୃପାସିନ୍ଧୁ ମଲ୍ଲିକ ସଂନ୍ଧ୍ୟାରେ ସ୍ଥାନୀୟ ବୋଳଂ ଗ୍ରାମରୁ ମୁଢିଭାଜି ଘରକୁ ଫେରୁଥିବା ବେଳେ ସାଉଡି ଗ୍ରାମର ଗୋପାଳ ବେହେରା ଙ୍କ ପୁଅ ବିକ୍ରମ ବେହେରା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୋର ମୋଟର୍ ସାଇକେଲ କୁ ଅଟକାଇବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ କାନମୂଳରେ ଏକ ପ୍ରହାର କରିଥିଲେ। ତତ୍ପରେ ତାଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟ ନେଇ ଛାତିରେ ଗୋଇଁଠା , ବିଧା ମାରିବା ସହ ପ୍ରବଳ ମାଡ ମାରି ବେକକୁ ଚିପି ଧରିଥିଲେ। ଝାଡେଶ୍ବରଙ୍କ ଗଁଗଁ ଶବ୍ଦ ଶୁଣି ସ୍ଥାନୀୟ ଯୁବକ ରାମଚନ୍ଦ୍ର ପଟ୍ଟାୟତ ଦୌଡି ଆସିବା ସହ ଛଡାଇବାକୁ ଉଦ୍ୟମ କରିଥିଲେ। ତେବେ ସର୍ବଶେଷରେ ବିକ୍ରମ ବେହେରା ଦୌଡ଼ି ପଳାଇବା ସହ ଝାଡେଶ୍ବର ଠାରୁ ହଜାରେ ଟଙ୍କା ଓ ଏକ ରୂପା ମୁଦି ଲୋଟିନେବା ସହ ଭୂଜାଲି ଦେଖାଇ ଜୀବନରୁ ମାରିଦେବାର ଧମକ୍ ଦେଇ ପଳାଇଗଲା। ତେବେ ମାଡଖାଇଥିବା ଝା ଡେ ଶ୍ୱର ମଲ୍ଲିକଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବାଲିଆପାଳ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଭୟରେ ସ୍ଥାନୀୟ ସିଂଲା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷାପାଇଁ ଦାବି କରିଛନ୍ତି। ତେବେ ଆସାମୀକୁ ଗିରଫ କରିବାକୁ ନିବେଦନ କରିଛନ୍ତି। ତେବେ ଦିନ କୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ଢିଲା ହୋଇଥିଲା ବେଳେ ଘରୁ ପଦାକୁ ବାହାରିବାକୁ ସଂନ୍ଧ୍ୟାରେ କଣ ଦିନରେ ମଧ୍ୟ ସାହସ କରିପାରୁ ନାହିଁ। ତେବେ ବିକ୍ରମ ବେହେରା ( ବିକୁ ) ଜଣେ ଗୁଣ୍ଡା , ନଷ୍ଟ ଚରିତ୍ର , ଅସାମାଜିକ କଳଙ୍କିତ ଲୋକ ଅଟେ ପ୍ରତ୍ୟେକ ଦିନ ସଂଧ୍ୟା ୮ ଟା ସମୟରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ହାତରେ ଭୁଜାଲି ଧରି ହାଣିବା ପାଇଁ ଗୋବିନ୍ଦ ପୁର ଛକରେ ଗୋଡାଉଛି ସେ ଜଣେ ଅପରାଧୀ ଅଟନ୍ତି ତାଙ୍କ ନାମରେ ବହୁତ କେଶ୍ ଥାନା ରେ ଏବଂ କୋଟ ରେ ମଧ୍ୟ ରହିଛି । ତୁରନ୍ତ ଆସାମୀ କୁ ଗିରଫ ପାଇଁ ସାଧାରଣରେ ଦାବି ଯୋର ଧରିଛି।

Post a Comment