ଜଳେଶ୍ବର,୩୧/୮(ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁନ୍ସିପାଲଟି ପାଖରେ ରାଜଘାଟ ରେ ଅବସ୍ଥିତ ଥେଙ୍ଗଡ଼ିହା ଗ୍ରାମ ସନ୍ତୋଷପୁରା ପଂଚାୟତ ରେ ବାବୁଲି ହେମ୍ରମଙ୍କ ମୁର୍ତ୍ତୁ ପରେ ସ୍ତ୍ରୀ ଅନ୍ୟ ଆଡେ ବିବାହ କରିଥିଲେ । ଅସହାୟରେ ଟଳି ପଡିଲେ ପାଞ୍ଚ ଜଣ ପିଲା ବଡ଼ ଝିଅ ରାକ୍ଷୀ ହେମ୍ବ୍ରମ ବୟସ ୧୮ ପୁର୍ଣିମା ହେମ୍ବ୍ରମ ବୟସ ୧୫ ଗୌରୀ ହେମ୍ବ୍ରମ ବୟସ ୧୩ ଦୁଇ ଜଣ ପୁଅ ସୁନୀଲ ୮ ବର୍ଷ ସନିଆ ହେମ୍ବ୍ରମ ବୟସ ୫ ଯେଉଁମାନେ କି ଅଶହାୟ ହୋଇ ପଡିଲେ ଦୁର୍ଦିନ ଏବଂ ଭୋକ ଉପାସରେ ବସବାସ କରୁଥିବା ସହିତ ନିଜ ପେଟର ଭୋକ ବୁଝାଇବା ପାଇଁ ଭିକ୍ଷା ମାଗି ଚଳୁଥିଲେ, ଏହି ଖବର ସୋସିଆଲ ମିଡ଼ିଆ ଆଉ ଖବର ରେ ଆସିଲାପରେ ପ୍ରଶାସନ ତତ୍ପରତା ଦେଖାଇ ନାବାଳକ ପିଲାମାନଙ୍କୁ ନେଇ ରଖିଲେ ବାଲେଶ୍ୱର ଏକ ଆଶ୍ରମରେ କିନ୍ତୁ ବଡ଼ ଝିଅ ରାକ୍ଷୀ ର ଅଠର ବୟସ ହୋଇଥିବାରୁ ଆଶ୍ରମରେ ସ୍ଥାନ ମିଳିଲା ନାହିଁ ଏହା ପରେ ସେ ରାତ୍ରି ଏବଂ ନିଜ ଉପରେ ଛାତ ନ ଥିବା ଭାବି ଚିନ୍ତାରେ କାନ୍ଦି କାନ୍ଦି ଜୀବନ ନିର୍ବାହ କରୁଥିଲେ ବଡ଼ ଝିଅ ରାକ୍ଷୀ ହେମ୍ବ୍ରମ । ଏହି ଖବର ଜଳେଶ୍ୱର ଅଗ୍ରଣୀ ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର ନଜରକୁ ଆସିଲା ପରେ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡାଙ୍କ ନେତୃତ୍ୱରେ ସଂଗଠନ ପିଲାମାନେ ଏହି ରାକ୍ଷୀ ଭଉଣୀ କୁ ରାକ୍ଷୀ ପୂର୍ଣମୀ ଦିନ ରହିବା ପାଇଁ ଏକ ଘର କରାଇଦେବା ସହିତ ତାଙ୍କ ପାଇଁ ନୂଆ ବସ୍ତ୍ର, ତିନିମାସର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି | ଘରେ ବିଦୂତ କନେକସନ ପାଇଁ ବିଦୂତ ବିଭାଗ ଶହ ସଂଗଠନ ପିଲାମାନେ ଯୋଗାଯୋଗ କରି ଏହି ଭଉଣୀଙ୍କୁ କିପରି ଅନ୍ଧାରରୁ ଆଲୁଅ ମଧ୍ୟ୍ୟ ମିଳି ପାରିବ ସେଥିପାଇଁ ପ୍ରୟାସ ମଧ୍ୟ୍ୟ କରିଛନ୍ତି, ଆଗାମୀ ଦିନରେ ଏହି ଭଉଣୀ ଙ୍କୁ ସଂଗଠନ ତରଫରୁ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବା ସହିତ ବାଲେଶ୍ୱର ସମାଜସେବୀ ମହାସଂଘ ଏହି ରାକ୍ଷୀ ଭଉଣୀର ବିବାହପାଇଁ ସମସ୍ତ ଖର୍ଚ୍ଚ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ମହାସଂଘ ର ଉପଦେଷ୍ଟା ଗଣେଶ ଚନ୍ଦ୍ର ଜେନା । ଏହି କାଯ୍ୟକ୍ରମ ରେ ମେ ଆଇ ହେଲ୍ପ ୟୁ ଉପଦେଷ୍ଟା ସୁମନ୍ତ କୁମାର ଜେନା କାଯ୍ୟକ୍ରମ ରେ ଉପସ୍ଥିତ ରହି ଏହି ଭଉଣୀ ର ଦୁଃଖ ବୁଝିବା ସହିତ ତାଙ୍କୁ ଆର୍ଥିକ ସାହାଯ୍ୟ ରାଶି ପ୍ରଦାନ କରିଥିଲେ । ସଂଗଠନ ତରଫରୁ ସଭାପତି ନରହରି ବେହେରା, ସମ୍ପାଦକ ଶୁଭମ ମହାନ୍ତି, କୋଷାଧକ୍ଷ, ରିତାରାଣୀ ଦାସ, ରହିତ ଜେନା, ଜୟ ପ୍ରକାଶ ବେହେରା, ନିତ୍ୟାନନ୍ଦ ଜେନା, ସୌଭାଗ୍ୟ ରଞ୍ଜନ ପାଳ, ଅଜୟ ଘୋଷ, ରାଜୀବ ଗିରି ଉପସ୍ଥିତ ରହି ସହଯୋଗ ମଧ୍ୟ୍ୟ କରିଥିଲେ । ଏହି ପରି କାଯ୍ୟକ୍ରମ ପାଇଁ ସାମାଜିକ ସଂଗଠନ କୁ ଗ୍ରାମବାସୀ ଅତ୍ୟନ୍ତ ପ୍ରସଂସା କରିଛନ୍ତି

Post a Comment