ବାଲେଶ୍ଵର,୧୫/୮(ଲକ୍ଷ୍ମୀଧର ବାରିକ) ଦେଶ ପାଳୁଛି ସ୍ଵାଧୀନତାର ୭୭ବର୍ଷ । ଏହି ପରିପେଖିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତତଫରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଇଯାଇଛି। ଏଥିରେ ଭୋଗରାଇ ର ବିଭିନ୍ନ ମହାବିଦ୍ୟାଲୟ ବିଦ୍ୟାର୍ଥି ମାନେ ଶହ ଶହ ସଂଖ୍ୟରେ ଆସି ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ। ଏହି ତ୍ରିରଙ୍ଗା ରାଲି ଭୋଗରାଇ ବ୍ଲକ ରୁ ଆରମ୍ଭ ହୋଇ ଥାନାଛକ ହେଳିପେଡ ପଡ଼ିଆ ପରିଭ୍ରମନ କରି ଗ୍ରାମ୍ୟ ଉଚ୍ଚ ପ୍ରତିଷ୍ଠାନ ଜଳେଶ୍ବର ପୁର ଠାରେ ଶେଷ ହେଇଥିଲା। ଏହି ତ୍ରିରଙ୍ଗା ଯାତ୍ରା କୁ ଜିଲ୍ଲା ସଂଯୋଜକପ୍ରଦୀପ କୁମାର ମଣ୍ଡଳ ଙ୍କ ନେତୃତ୍ୱରେ ହେଇଥିଲା। ଏହି ଯାତ୍ରାକୁ ସହଯୋଗ କରିଥିଲେ ସୁବ୍ରତ ପ୍ରଧାନ, ଅଭିଜିତ ଦାସ, ଅଞ୍ଜଳି ବେହେରା ରୁମି ଗିରି, ରଶ୍ମିତା କାମିଳ। , ପୂଜା ଦେ, କଲ୍ୟାଣୀ ପରିଡ଼ା, ବର୍ଷାରାଣୀ ଗିରି, ସୌଭାଗ୍ୟଲକ୍ଷ୍ମୀ ଦାସ, ଜୟ ଭାରତୀ ଦାସ, ପ୍ରିୟଙ୍କା ସାହୁ, ରଞ୍ଜୁରେଖା ସୁର, କରିସୀମା ସାହୁ, ଶୁଭଶ୍ରୀ ଦାସ, ତନୁଶ୍ରୀ ଜେନା, ଧରିତ୍ରୀ ଦାସ, ଶୁଭଶ୍ରୀ ଜେନା, ସଙ୍ଗୀତା ରଥ, ଋତୁପର୍ଣ୍ଣା ପଣ୍ଡା, ହରିପ୍ରିୟା ଘଡାଇ ସହୋଯୋଗ କରିଥିଲେ। ଭୋଗରାଇ ର ବିଶିଷ୍ଠ ସମାଜ ସେବୀ ଆଶିଷ କୁମାର ମହାନ୍ତି, ତୁଷାର ରଞ୍ଜନ ଦାସ, ପଙ୍କଜ ଦାସ, ମନୋଜ ଦାସ , କୃଷ୍ଣଚନ୍ଦ୍ର ପାତ୍ର, ରାଜୀବ ବେହେରା, ପୂର୍ଣାନଦ ଘଡାଇ ତ୍ରିରଙ୍ଗା ଯାତ୍ରା କୁ ପ୍ରଂଶସା କରିଥିଲେ ଓ ସହ ଯୋଗେ ର ହାତ ବଢେଇଥିଲେ ।
ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଯାତ୍ରା
ଆଜତକ ଓଡ଼ିଶା
0
Post a Comment